ମହାନଦୀ ଜଳ ବିବାଦ: ସମାଧାନ ପାଇଁ ସମସ୍ତଙ୍କର ସହଯୋଗ ଲୋଡିଲେ ମନ୍ତ୍ରୀ ଟୁକୁନି ସାହୁ

The Sakala Picture
Published On

ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି । ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳ କାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି […]

ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି । ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳ କାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ। ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ । ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ । ଛତିଶଗଡ ସରକାରଙ୍କ ଯୋଗୁ ଅଣ ମୌସୁମୀରେ ଓଡ଼ିଶା ପଟକୁ ଜଳ ଆସୁନି। ବଡ଼ ବଡ଼ ବାରେଜ କରି ଛତିଶଗଡ ଜଳ ଅବରୋଧ କରୁଛି। ୨୭.୪୮ ଏକର ଫୁଟ ଜଳ ବ୍ୟବହାର କରୁଛି ଛତିଶଗଡ। ଓଡ଼ିଶାକୁ ଅଣ ମୌସୁମୀରେ ୨ ନିୟୁତ ଏକର ଫୁଟ ଜଳ ଦେବା ପାଇଁ ଛତିଶଗଡ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ଯକାରୀ ହେଉନି। ଏବେ ଜଳ ବିବାଦ ଟ୍ରିବୁନାଲରେ ବିଚାରଧୀନ ଅଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

31 Mar 2023 By The Sakala

ମହାନଦୀ ଜଳ ବିବାଦ: ସମାଧାନ ପାଇଁ ସମସ୍ତଙ୍କର ସହଯୋଗ ଲୋଡିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି । ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳ କାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ। ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ । ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ । ଛତିଶଗଡ ସରକାରଙ୍କ ଯୋଗୁ ଅଣ ମୌସୁମୀରେ ଓଡ଼ିଶା ପଟକୁ ଜଳ ଆସୁନି। ବଡ଼ ବଡ଼ ବାରେଜ କରି ଛତିଶଗଡ ଜଳ ଅବରୋଧ କରୁଛି। ୨୭.୪୮ ଏକର ଫୁଟ ଜଳ ବ୍ୟବହାର କରୁଛି ଛତିଶଗଡ। ଓଡ଼ିଶାକୁ ଅଣ ମୌସୁମୀରେ ୨ ନିୟୁତ ଏକର ଫୁଟ ଜଳ ଦେବା ପାଇଁ ଛତିଶଗଡ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ଯକାରୀ ହେଉନି। ଏବେ ଜଳ ବିବାଦ ଟ୍ରିବୁନାଲରେ ବିଚାରଧୀନ ଅଛି।

https://www.thesakala.in/latest-odisha-news/minister-tukuni-sahu-says-about-mahandi-water-controversy/article-20306
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର