ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ବର: ରାଜ୍ୟରେ ସୋମବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଶୁଭମ୍ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ଏଥିସହ ରାଉରକେଲା ମହାନଗର ନିଗମର କମିଶନର ଦାୟିତ୍ବ ଶୁଭଙ୍କର ମହାପାତ୍ରଙ୍କୁ ମିଳିଛି।

03 Jan 2022
By The Sakala

⊕ https://www.thesakala.in/latest-odisha-news/mini-changes-at-the-ias-level-in-odisha/article-8118