ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ

The Sakala Picture
Published On

ବୈଶିଙ୍ଗା: ବୁଧବାର ସନ୍ଧ୍ୟାରେ ବାଙ୍ଗିରିପୋଷି-ରୂପସା ପାସେଞ୍ଜର ମେମୁ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରତୋଟା ଓ ବାଲେଶ୍ଵର ଜିଲ୍ଲା ରୂପସା ଷ୍ଟେସନର ମଧ୍ୟରେ ଅଙ୍ଗାରଗଡିଆ ନିକଟରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ମିଥୁନ ମାରାଣ୍ଡି (୩୫ ବର୍ଷ)। ଟ୍ରେନ ଆସିବା ସମ୍ବନ୍ଧରେ ସେ ନଜାଣି ପାରି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି । ବୈଶିଙ୍ଗା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ରେଳବାଇ ପୁଲିସକୁ ସୂଚନା […]

ବୈଶିଙ୍ଗା: ବୁଧବାର ସନ୍ଧ୍ୟାରେ ବାଙ୍ଗିରିପୋଷି-ରୂପସା ପାସେଞ୍ଜର ମେମୁ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରତୋଟା ଓ ବାଲେଶ୍ଵର ଜିଲ୍ଲା ରୂପସା ଷ୍ଟେସନର ମଧ୍ୟରେ ଅଙ୍ଗାରଗଡିଆ ନିକଟରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ମିଥୁନ ମାରାଣ୍ଡି (୩୫ ବର୍ଷ)। ଟ୍ରେନ ଆସିବା ସମ୍ବନ୍ଧରେ ସେ ନଜାଣି ପାରି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି । ବୈଶିଙ୍ଗା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ରେଳବାଇ ପୁଲିସକୁ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

06 Sep 2023 By The Sakala

ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ

ବୈଶିଙ୍ଗା: ବୁଧବାର ସନ୍ଧ୍ୟାରେ ବାଙ୍ଗିରିପୋଷି-ରୂପସା ପାସେଞ୍ଜର ମେମୁ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଠାକୁରତୋଟା ଓ ବାଲେଶ୍ଵର ଜିଲ୍ଲା ରୂପସା ଷ୍ଟେସନର ମଧ୍ୟରେ ଅଙ୍ଗାରଗଡିଆ ନିକଟରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ମିଥୁନ ମାରାଣ୍ଡି (୩୫ ବର୍ଷ)। ଟ୍ରେନ ଆସିବା ସମ୍ବନ୍ଧରେ ସେ ନଜାଣି ପାରି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି । ବୈଶିଙ୍ଗା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ରେଳବାଇ ପୁଲିସକୁ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର