ଶିମିଳିପାଳରୁ ୨ ଶିକାରୀ ଗିରଫ: ବନ୍ଧୁକ, ଗୁଳି ଓ ବାରୁଦ ଜବତ

The Sakala Picture
Published On

ବାରିପଦା: ଶିମିଳିପାଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଅନୁପ୍ରବେଶ ସମୟରେ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୟରେ ନିୟୋଜିତ କର୍ମଚାରୀ ଶିକାରୀ ଦ୍ବୟଙ୍କୁ କାବୁ କରିଥିଲେ। ଉଭୟଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ସମେତ ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ […]

ବାରିପଦା: ଶିମିଳିପାଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଅନୁପ୍ରବେଶ ସମୟରେ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୟରେ ନିୟୋଜିତ କର୍ମଚାରୀ ଶିକାରୀ ଦ୍ବୟଙ୍କୁ କାବୁ କରିଥିଲେ। ଉଭୟଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ସମେତ ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଜବତ କରାଯାଇଛି। ଉଭୟଙ୍କ ନାମରେ ବନବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ତତ ସହିତ ବଡ଼ସାହି ଥାନାରେ ବେଆଇନ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ରଖିବା ନେଇ ରେଞ୍ଜର ଶ୍ରୀ ସେନାପତି ଅନ୍ୟ ଏକ ଅଭିଯୋଗ କରିବାରୁ ପୁଲିସ ପକ୍ଷରୁ ମଧ୍ୟ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

12 Jun 2022 By The Sakala

ଶିମିଳିପାଳରୁ ୨ ଶିକାରୀ ଗିରଫ: ବନ୍ଧୁକ, ଗୁଳି ଓ ବାରୁଦ ଜବତ

ବାରିପଦା: ଶିମିଳିପାଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଅନୁପ୍ରବେଶ ସମୟରେ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୟରେ ନିୟୋଜିତ କର୍ମଚାରୀ ଶିକାରୀ ଦ୍ବୟଙ୍କୁ କାବୁ କରିଥିଲେ। ଉଭୟଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ସମେତ ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଜବତ କରାଯାଇଛି। ଉଭୟଙ୍କ ନାମରେ ବନବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ତତ ସହିତ ବଡ଼ସାହି ଥାନାରେ ବେଆଇନ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ରଖିବା ନେଇ ରେଞ୍ଜର ଶ୍ରୀ ସେନାପତି ଅନ୍ୟ ଏକ ଅଭିଯୋଗ କରିବାରୁ ପୁଲିସ ପକ୍ଷରୁ ମଧ୍ୟ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର