ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ ସବ ଇନି୍ସପେକ୍ଟରଙ୍କ ବଦଳି

The Sakala Picture
Published On

ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି । ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ ଆସିଥିବା ବେଳେ ଉପରୋକ୍ତ ୨ଜଣ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଥିଲେ । ଏଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ।
ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ ଆସିଥିବା ବେଳେ ଉପରୋକ୍ତ ୨ଜଣ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଥିଲେ । ଏଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

14 Sep 2023 By The Sakala

ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ ସବ ଇନି୍ସପେକ୍ଟରଙ୍କ ବଦଳି

ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ।
ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ ଆସିଥିବା ବେଳେ ଉପରୋକ୍ତ ୨ଜଣ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଥିଲେ । ଏଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

https://www.thesakala.in/latest-odisha-news/mayurbhanj/transfer-of-asi-sub-inspector-suspended-for-dereliction-of-duty/article-25408
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର