ନିଟ୍ ପିଜି ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ଟପ୍ପର ମୟୂରଭଞ୍ଜ ଝିଅ ପ୍ରୀତିପଦ୍ମା ଶତପଥୀ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ରାଙ୍କରେ ୧୭୮ସ୍ଥାନ ପାଇଥିଲେ । ତେବେ ଆଜି ଓଡ଼ିଶା ରାଙ୍କ ପ୍ରକାଶ ପରେ ସେ ଟପ୍ପର ଥିବା ଜଣାପଡିଛି । ପ୍ରୀତିପଦ୍ମା ବର୍ତ୍ତମାନ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଚିତ୍ତରଞ୍ଜନ ଶତପଥୀ ଜଣେ ଘରୋଇ ଟିଉସନ ଶିକ୍ଷକ ଓ ମା ରଞ୍ଜିତା […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ରାଙ୍କରେ ୧୭୮ସ୍ଥାନ ପାଇଥିଲେ । ତେବେ ଆଜି ଓଡ଼ିଶା ରାଙ୍କ ପ୍ରକାଶ ପରେ ସେ ଟପ୍ପର ଥିବା ଜଣାପଡିଛି । ପ୍ରୀତିପଦ୍ମା ବର୍ତ୍ତମାନ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଚିତ୍ତରଞ୍ଜନ ଶତପଥୀ ଜଣେ ଘରୋଇ ଟିଉସନ ଶିକ୍ଷକ ଓ ମା ରଞ୍ଜିତା ଗୃହିଣୀ । ପ୍ରୀତିପଦ୍ମା ବେତନଟୀ ନିକଟ ଶାଳବଣୀ ଜବାହର ନବଦୋୟ ବିଦ୍ୟାଳୟରୁ ୨୦୧୫ରେ ୯୫.୨ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ । ପ୍ରଥମ ଉଦ୍ୟମରେ ୨୦୧୬ରେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କଟକ ଏସସିବିରେ ଡାକ୍ତରୀ(ଏମବିବିଏସ) ପଢି ୨୦୨୨ମେ ମାସରେ ଚାକିରୀରେ ଯୋଗ ଦେଇଥିଲେ କରିଥିଲେ । ୨୦୨୩ରେ ଡାକ୍ତରୀ ଓପିଏସସି ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ନିଟ ପିଜି ପ୍ରବେଶିକା ପରୀକ୍ଷାରେ ତାଙ୍କର ସଫଳତା ଜିଲ୍ଲା ପାଇଁ ଗୌରବ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

03 Aug 2023 By The Sakala

ନିଟ୍ ପିଜି ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ଟପ୍ପର ମୟୂରଭଞ୍ଜ ଝିଅ ପ୍ରୀତିପଦ୍ମା ଶତପଥୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ରାଙ୍କରେ ୧୭୮ସ୍ଥାନ ପାଇଥିଲେ । ତେବେ ଆଜି ଓଡ଼ିଶା ରାଙ୍କ ପ୍ରକାଶ ପରେ ସେ ଟପ୍ପର ଥିବା ଜଣାପଡିଛି । ପ୍ରୀତିପଦ୍ମା ବର୍ତ୍ତମାନ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଚିତ୍ତରଞ୍ଜନ ଶତପଥୀ ଜଣେ ଘରୋଇ ଟିଉସନ ଶିକ୍ଷକ ଓ ମା ରଞ୍ଜିତା ଗୃହିଣୀ । ପ୍ରୀତିପଦ୍ମା ବେତନଟୀ ନିକଟ ଶାଳବଣୀ ଜବାହର ନବଦୋୟ ବିଦ୍ୟାଳୟରୁ ୨୦୧୫ରେ ୯୫.୨ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ । ପ୍ରଥମ ଉଦ୍ୟମରେ ୨୦୧୬ରେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କଟକ ଏସସିବିରେ ଡାକ୍ତରୀ(ଏମବିବିଏସ) ପଢି ୨୦୨୨ମେ ମାସରେ ଚାକିରୀରେ ଯୋଗ ଦେଇଥିଲେ କରିଥିଲେ । ୨୦୨୩ରେ ଡାକ୍ତରୀ ଓପିଏସସି ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ନିଟ ପିଜି ପ୍ରବେଶିକା ପରୀକ୍ଷାରେ ତାଙ୍କର ସଫଳତା ଜିଲ୍ଲା ପାଇଁ ଗୌରବ।

https://www.thesakala.in/latest-odisha-news/mayurbhanj/mayurbhanj-girl-topper-in-odisha-net-pg-entrance-exam/article-24104
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର