ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

The Sakala Picture
Published On

ବାରିପଦା: ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ର ଗୋଲାଇ-ଷ୍ଟେସନରୋଡ ରାସ୍ତାର ଭଡାଘରେ ଚାଲୁଥିବା ଏହି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମକୁ ମଧ୍ୟ ବ୍ୟାପିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ତତସହିତ ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଅଗ୍ନି ନ ବ୍ୟାପିବା ପାଇଁ […]

ବାରିପଦା: ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ର ଗୋଲାଇ-ଷ୍ଟେସନରୋଡ ରାସ୍ତାର ଭଡାଘରେ ଚାଲୁଥିବା ଏହି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମକୁ ମଧ୍ୟ ବ୍ୟାପିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ତତସହିତ ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଅଗ୍ନି ନ ବ୍ୟାପିବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ହେଁ ସର୍ଟସର୍କିଟରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାରିପଦା ଟାଉନ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

27 Sep 2022 By The Sakala

ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବାରିପଦା: ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ର ଗୋଲାଇ-ଷ୍ଟେସନରୋଡ ରାସ୍ତାର ଭଡାଘରେ ଚାଲୁଥିବା ଏହି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମକୁ ମଧ୍ୟ ବ୍ୟାପିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛନ୍ତି । ତତସହିତ ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଅଗ୍ନି ନ ବ୍ୟାପିବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ହେଁ ସର୍ଟସର୍କିଟରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାରିପଦା ଟାଉନ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି ।

https://www.thesakala.in/latest-odisha-news/mayurbhanj/fire-outbreaks-in-bank-of-baroda-baripada-branch/article-15293
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର