ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ହାତୀ ‘ଯଶୋଦା’

The Sakala Picture
Published On

ବାରିପଦା: ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ଗତ ମାସ ୩୦ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ତେବେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ […]

ବାରିପଦା: ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ଗତ ମାସ ୩୦ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ତେବେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର