ବାରିପଦା ବନଖଣ୍ଡରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ ଦେହକୁ ବନବିଭାଗ ଶୁକ୍ରବାର ସକାଳୁ ଉଦ୍ଧାର କରିଛି। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଚଳାଇଛନ୍ତି। ତେବେ ଶିକାର ଉଦ୍ଦେଶ୍ୟରେ ହାତୀର ମୃତ୍ୟୁ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବା ପରେ ମୃତ୍ୟୁର କାରଣ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ ଦେହକୁ ବନବିଭାଗ ଶୁକ୍ରବାର ସକାଳୁ ଉଦ୍ଧାର କରିଛି। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଚଳାଇଛନ୍ତି। ତେବେ ଶିକାର ଉଦ୍ଦେଶ୍ୟରେ ହାତୀର ମୃତ୍ୟୁ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବା ପରେ ମୃତ୍ୟୁର କାରଣ ଦଣାପଡିବ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର