ସୀତାକୁଣ୍ଡରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତଥା ଶିମିଳିପାଳ ପାଦଦେଶର ଜଳପ୍ରପାତ ସୀତାକୁଣ୍ଡରୁ ରବିବାର ସନ୍ଧ୍ୟାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସନ୍ତୋଷ ଯାଦବ, ବୟସ ଆନୁମାନିକ ୩୭ବର୍ଷ କୁହାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ କୁଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରି ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି । ସନ୍ତୋଷଙ୍କ ମୃତ୍ୟର କାରଣ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତଥା ଶିମିଳିପାଳ ପାଦଦେଶର ଜଳପ୍ରପାତ ସୀତାକୁଣ୍ଡରୁ ରବିବାର ସନ୍ଧ୍ୟାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସନ୍ତୋଷ ଯାଦବ, ବୟସ ଆନୁମାନିକ ୩୭ବର୍ଷ କୁହାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ କୁଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରି ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି । ସନ୍ତୋଷଙ୍କ ମୃତ୍ୟର କାରଣ ଓ ଠିକଣା ଜଣାପଡିନାହିଁ ବୋଲି ଆଇଆଇସି ମଧୁସ୍ମିତା ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

05 Nov 2023 By The Sakala

ସୀତାକୁଣ୍ଡରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତଥା ଶିମିଳିପାଳ ପାଦଦେଶର ଜଳପ୍ରପାତ ସୀତାକୁଣ୍ଡରୁ ରବିବାର ସନ୍ଧ୍ୟାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସନ୍ତୋଷ ଯାଦବ, ବୟସ ଆନୁମାନିକ ୩୭ବର୍ଷ କୁହାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ କୁଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରି ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି । ସନ୍ତୋଷଙ୍କ ମୃତ୍ୟର କାରଣ ଓ ଠିକଣା ଜଣାପଡିନାହିଁ ବୋଲି ଆଇଆଇସି ମଧୁସ୍ମିତା ମହାନ୍ତି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର