ସୁବର୍ଣ୍ଣରେଖା କେନାଲରେ ବୁଡି ଶିଶୁପୁତ୍ରର ମୃତ୍ୟୁ

The Sakala Picture
Published On

ବାରିପଦା: ବାରିପଦା ସହର ଉପକଣ୍ଠ ମହାରାଜାପୁର ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ବୁଡିଯାଇ ସ୍ଥାନୀୟ ଅଞ୍ଚଳର ଏକ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ଜଣଙ୍କ ହେଲା ଦକ୍ଷିଣ ମୁର୍ମୁଙ୍କ ପୁଅ ଠାକରା । ଘର ଲୋକଙ୍କ ଅଜାଣତରେ ସେ ଗାଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ଭଞ୍ଜପୁର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ […]

ବାରିପଦା: ବାରିପଦା ସହର ଉପକଣ୍ଠ ମହାରାଜାପୁର ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ବୁଡିଯାଇ ସ୍ଥାନୀୟ ଅଞ୍ଚଳର ଏକ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ଜଣଙ୍କ ହେଲା ଦକ୍ଷିଣ ମୁର୍ମୁଙ୍କ ପୁଅ ଠାକରା । ଘର ଲୋକଙ୍କ ଅଜାଣତରେ ସେ ଗାଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ଭଞ୍ଜପୁର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

14 Oct 2024 By The Sakala

ସୁବର୍ଣ୍ଣରେଖା କେନାଲରେ ବୁଡି ଶିଶୁପୁତ୍ରର ମୃତ୍ୟୁ

ବାରିପଦା: ବାରିପଦା ସହର ଉପକଣ୍ଠ ମହାରାଜାପୁର ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ବୁଡିଯାଇ ସ୍ଥାନୀୟ ଅଞ୍ଚଳର ଏକ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ଜଣଙ୍କ ହେଲା ଦକ୍ଷିଣ ମୁର୍ମୁଙ୍କ ପୁଅ ଠାକରା । ଘର ଲୋକଙ୍କ ଅଜାଣତରେ ସେ ଗାଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ଭଞ୍ଜପୁର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଅଧିକ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର