ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବାରିପଦାରେ ରକ୍ତଦାନ ଶିବିର

The Sakala Picture
Published On

ବାରିପଦା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବାରିପଦା ରକ୍ତ ଭଣ୍ଡାରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ବେଳେ ବୟଜ୍ୟେଷ୍ଠ ବିତରକ ସତ୍ୟନାରାୟଣ ମହନ୍ତ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ସମାଜସେବୀ […]

ବାରିପଦା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବାରିପଦା ରକ୍ତ ଭଣ୍ଡାରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ବେଳେ ବୟଜ୍ୟେଷ୍ଠ ବିତରକ ସତ୍ୟନାରାୟଣ ମହନ୍ତ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦେବାଶୀଷ ପାତ୍ର, ବିପ୍ଳବ ରଞ୍ଜନ ବୁଗୁଡେଇ, ଏମକେସି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅମିତାଭ ମିଶ୍ର ଯୋଗଦେଇ ସକାଳ ଓ ନନ୍ଦିଘୋଷ ର ପ୍ରୟାସ ରକ୍ତଦାନ ବଞ୍ଚାଇବ ଅନେକଙ୍କ ଜୀବନ ବୋଲି କହିଥିଲେ । ପ୍ରଥମ ରକ୍ତଦାତା ଭାବେ ମୁଖ୍ୟଅତିଥିଙ୍କ ନାତି ସଚ୍ଚିଦାନନ୍ଦ ରକ୍ତଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ନନ୍ଦିଘୋଷ ପ୍ରତିନିଧି ସୁବ୍ରତ ଦାସ, ସକାଳର ପ୍ରସାରବିଭାଗର ଉମାକାନ୍ତ ମାଝି ଓ ବାରିପଦା ଏଜେଣ୍ଟ ବୀରକିଶୋର ପରିଡା ଶିବିର ପରିଚାଳନା କରୁଥିବା ବେଳେ ବାରିପଦା ରକ୍ତ ଭଣ୍ଡାର ର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ ରେ ସହାୟତା କରୁଛନ୍ତି । ଅପରାହ୍ନ ୧ଟାରେ ସରିବ ।

13 Aug 2022 By The Sakala

ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବାରିପଦାରେ ରକ୍ତଦାନ ଶିବିର

ବାରିପଦା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବାରିପଦା ରକ୍ତ ଭଣ୍ଡାରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ବେଳେ ବୟଜ୍ୟେଷ୍ଠ ବିତରକ ସତ୍ୟନାରାୟଣ ମହନ୍ତ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଦେବାଶୀଷ ପାତ୍ର, ବିପ୍ଳବ ରଞ୍ଜନ ବୁଗୁଡେଇ, ଏମକେସି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅମିତାଭ ମିଶ୍ର ଯୋଗଦେଇ ସକାଳ ଓ ନନ୍ଦିଘୋଷ ର ପ୍ରୟାସ ରକ୍ତଦାନ ବଞ୍ଚାଇବ ଅନେକଙ୍କ ଜୀବନ ବୋଲି କହିଥିଲେ । ପ୍ରଥମ ରକ୍ତଦାତା ଭାବେ ମୁଖ୍ୟଅତିଥିଙ୍କ ନାତି ସଚ୍ଚିଦାନନ୍ଦ ରକ୍ତଦାନ କରିଛନ୍ତି ।

ନନ୍ଦିଘୋଷ ପ୍ରତିନିଧି ସୁବ୍ରତ ଦାସ, ସକାଳର ପ୍ରସାରବିଭାଗର ଉମାକାନ୍ତ ମାଝି ଓ ବାରିପଦା ଏଜେଣ୍ଟ ବୀରକିଶୋର ପରିଡା ଶିବିର ପରିଚାଳନା କରୁଥିବା ବେଳେ ବାରିପଦା ରକ୍ତ ଭଣ୍ଡାର ର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ ରେ ସହାୟତା କରୁଛନ୍ତି । ଅପରାହ୍ନ ୧ଟାରେ ସରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର