ମଇ ୧୫ତାରିଖରୁ ନିୟମିତ ପୁରୀ ଯିବ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ

The Sakala Picture
Published On

ବାରିପଦା: ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ। […]

ବାରିପଦା: ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

୫ମାସ ପରେ ଏହି ୩ଟି ଷ୍ଟେସନର ବ୍ୟବସାୟ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରେଳବିଭାଗ କହିଛି। ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନିକଟରେ ତିନିଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କୁ ଭେଟି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସରୋଜିନୀ ହେମ୍ବ୍ରମ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

10 May 2023 By The Sakala

ମଇ ୧୫ତାରିଖରୁ ନିୟମିତ ପୁରୀ ଯିବ ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ

ବାରିପଦା: ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ।

୫ମାସ ପରେ ଏହି ୩ଟି ଷ୍ଟେସନର ବ୍ୟବସାୟ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରେଳବିଭାଗ କହିଛି। ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି। ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନିକଟରେ ତିନିଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କୁ ଭେଟି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସରୋଜିନୀ ହେମ୍ବ୍ରମ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ।

https://www.thesakala.in/latest-odisha-news/mayurbhanj/bangiriposhi-bhubaneswar-train-will-run-regularly-from-may-15-to-puri/article-21531
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର