ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ମୋରଡା ବିଧାୟକ ଦେଖାଇଲେ ମାନବିକତା

The Sakala Picture
Published On

ବାରିପଦା:ପୁଣି ମୟୁରଭଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି। ଦୁଇ ମାଲବାହୀ ଟ୍ରକ ଧକ୍କା ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଗୋଟିଏ ଟ୍ରକ ଘାଟି ରାସ୍ତା ତଳକୁ ଖସିପଡିଛି । ଯାହାର ଚାଳକଙ୍କୁ ଉଦ୍ଧାର କରାଯାଇପାରିନି । ମୋରଡା ବିଧାୟକ ଏହି ସମୟରେ ରାଇରଙ୍ଗପୁର ଯାଉଥିବା ବେଳେ ତାଙ୍କ ସମ୍ମୁଖରେ ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରକ ଚାଳକଙ୍କୁ ସେ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ପଠାଇଥିବା ବେଳେ ରାସ୍ତା ତଳକୁ […]

ବାରିପଦା:ପୁଣି ମୟୁରଭଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି। ଦୁଇ ମାଲବାହୀ ଟ୍ରକ ଧକ୍କା ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଗୋଟିଏ ଟ୍ରକ ଘାଟି ରାସ୍ତା ତଳକୁ ଖସିପଡିଛି । ଯାହାର ଚାଳକଙ୍କୁ ଉଦ୍ଧାର କରାଯାଇପାରିନି । ମୋରଡା ବିଧାୟକ ଏହି ସମୟରେ ରାଇରଙ୍ଗପୁର ଯାଉଥିବା ବେଳେ ତାଙ୍କ ସମ୍ମୁଖରେ ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରକ ଚାଳକଙ୍କୁ ସେ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ପଠାଇଥିବା ବେଳେ ରାସ୍ତା ତଳକୁ ଖସିଥିବା ଟ୍ରକର ଚାଳକଙ୍କୁ ଉଦ୍ଧାର ପାଇଁ ବିଧାୟକ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ଡକାଇଛନ୍ତି । ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

16 Jan 2024 By The Sakala

ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ମୋରଡା ବିଧାୟକ ଦେଖାଇଲେ ମାନବିକତା

ବାରିପଦା:ପୁଣି ମୟୁରଭଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି। ଦୁଇ ମାଲବାହୀ ଟ୍ରକ ଧକ୍କା ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଗୋଟିଏ ଟ୍ରକ ଘାଟି ରାସ୍ତା ତଳକୁ ଖସିପଡିଛି । ଯାହାର ଚାଳକଙ୍କୁ ଉଦ୍ଧାର କରାଯାଇପାରିନି । ମୋରଡା ବିଧାୟକ ଏହି ସମୟରେ ରାଇରଙ୍ଗପୁର ଯାଉଥିବା ବେଳେ ତାଙ୍କ ସମ୍ମୁଖରେ ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରକ ଚାଳକଙ୍କୁ ସେ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ପଠାଇଥିବା ବେଳେ ରାସ୍ତା ତଳକୁ ଖସିଥିବା ଟ୍ରକର ଚାଳକଙ୍କୁ ଉଦ୍ଧାର ପାଇଁ ବିଧାୟକ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ଡକାଇଛନ୍ତି । ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛି ।

https://www.thesakala.in/latest-odisha-news/mayurbhanj/accident-in-duarsuni-ghati-morada-mla-showed-humanity/article-29176
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର