କରୋନା ପାଇଁ ସୋମବାରରୁ ଭୁବନେଶ୍ଵରର ପ୍ରମୁଖ ହାଟ ସ୍ଥାନାନ୍ତର ନିଷ୍ପତ୍ତି

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ହାଟ ମାନଙ୍କରେ ମଧ୍ଯ ସାମାଜିକ ଦୂରତ୍ବ ରହୁ ନାହିଁ। ଏ ନେଇ ବିଏମସି ପକ୍ଷରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାରରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡିକ ସ୍ଥାନାନ୍ତର କରାଯିବ। ସୂଚନା ଅନୁଯାୟୀ, ୟୁନିଟ-୧ ହାଟ ପୁଣି ପୂର୍ବପରି ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ଉଠିବ। ସେହିପରି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରାଯିବ। ଲିଙ୍ଗରାଜ ହାଟ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ହାଟ ମାନଙ୍କରେ ମଧ୍ଯ ସାମାଜିକ ଦୂରତ୍ବ ରହୁ ନାହିଁ। ଏ ନେଇ ବିଏମସି ପକ୍ଷରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାରରୁ ଭୁବନେଶ୍ଵରର ପ୍ରମୁଖ ହାଟ ଗୁଡିକ ସ୍ଥାନାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସୂଚନା ଅନୁଯାୟୀ, ୟୁନିଟ-୧ ହାଟ ପୁଣି ପୂର୍ବପରି ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ଉଠିବ। ସେହିପରି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରାଯିବ। ଲିଙ୍ଗରାଜ ହାଟ ଉଠିବ ବିଏମସି ମାର୍କେଟ କମ୍ପ୍ଲେକ୍ସକୁ। ଏହାସହ ଗୁରୁବାରଠାରୁ ୟୁନିଟ-୪ ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ସ୍ଥାନାନ୍ତର ହୋଇ ସାରିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର