ପୁଣି ଜଣେ ଯବାନଙ୍କୁ ଅପହରଣ କଲେ ମାଓବାଦୀ

The Sakala Picture
Published On

ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି। କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ […]

ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ଜଣେ ଯବାନଙ୍କୁ ଅପହରଣ କନେଇଥିଲେ ମାଓବାଦୀ। ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ ମାଓବାଦୀ ।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

21 Apr 2021 By The Sakala

ପୁଣି ଜଣେ ଯବାନଙ୍କୁ ଅପହରଣ କଲେ ମାଓବାଦୀ

ବିଜାପୁର: ଥମୁନି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଣି ଛତିଶଗଡ ବିଜାପୁରରୁ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତିଙ୍କୁ ଉଠାଇ ନେଇଛନ୍ତି ମାଓବଦୀ । ସେ ବସ୍ତର ଜବଲପୁରଠାରେ କାର୍ଯ୍ଯରତ। ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି।

କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ଜଣେ ଯବାନଙ୍କୁ ଅପହରଣ କନେଇଥିଲେ ମାଓବାଦୀ। ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ ମାଓବାଦୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର