ମମିତା ମେହେର ନିଖୋଜ ମାମଲା : ଆଖୁ କିଆରିରେ ଲୁଚିଥିବା ବେଳେ ମୋଷ୍ଟ ୱାଣ୍ଟେଡ଼୍‌ ଗୋବିନ୍ଦ ସାହୁଙ୍କୁ ଗିରଫ କଲା ପୁଲିସ

The Sakala Picture
Published On

ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ  ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ […]

ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ  ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ ଲୁଚିଥିବା ବେଳେ ଗୋବିନ୍ଦଙ୍କୁ ଧରିଛି ପୁଲିସ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର