ଟ୍ରକ୍ -ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ ଓ ଜଣେ ଗୁରୁତର

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଦୁଇଜଣଙ୍କୁ ଗ୍ରାମବାସୀ ରାସ୍ତା ଉପରେ ରଖିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ଏମଭି ୩୬ ଗ୍ରାମର ଦୀପକ ବିଶ୍ୱାସ (୫୦) ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ ( ୪୨ )ଗୁରୁତର ମହିଳାଙ୍କ ନାମ ସାଧନା ଦାସ (୩୩ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିମେଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

08 Nov 2021 By The Sakala

ଟ୍ରକ୍ -ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ ଓ ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଦୁଇଜଣଙ୍କୁ ଗ୍ରାମବାସୀ ରାସ୍ତା ଉପରେ ରଖିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ଏମଭି ୩୬ ଗ୍ରାମର ଦୀପକ ବିଶ୍ୱାସ (୫୦) ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ ( ୪୨ )ଗୁରୁତର ମହିଳାଙ୍କ ନାମ ସାଧନା ଦାସ (୩୩ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିମେଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

https://www.thesakala.in/latest-odisha-news/malkangiri/truck-bike-collision-2-dead-and-one-serious-injured/article-6686
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର