୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ ମାଲକାନଗିରି ଜିଲ୍ଲାପାଳ

The Sakala Picture
Published On

ମାଲକାନଗିରି: ମାଲକାନଗିରିରେ ରଦ୍ଦ ହେଲା ୪୮ଟି ଲଘୁ ଖଣିଜ ଲିଜ୍। ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ଅଭିଯୋଗରେ ଏହି ଲଘୁ ଖଣିଜ ଟେଣ୍ଡରକୁ ବାତିଲ କରାଯାଇଛି। ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ପ୍ରଦୀପ ମାଝି। ଭିଜି ଗ୍ରାନାଇଟର ମାଲିକ ବେଣୁ ଗୋପାଳ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ଟି ଖଣି ପାଇଥିଲେ। ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେଣୁ ଗୋପଳ […]

ମାଲକାନଗିରି: ମାଲକାନଗିରିରେ ରଦ୍ଦ ହେଲା ୪୮ଟି ଲଘୁ ଖଣିଜ ଲିଜ୍। ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ଅଭିଯୋଗରେ ଏହି ଲଘୁ ଖଣିଜ ଟେଣ୍ଡରକୁ ବାତିଲ କରାଯାଇଛି। ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ପ୍ରଦୀପ ମାଝି। ଭିଜି ଗ୍ରାନାଇଟର ମାଲିକ ବେଣୁ ଗୋପାଳ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ଟି ଖଣି ପାଇଥିଲେ। ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେଣୁ ଗୋପଳ ଦାଖଲ କରିଥିବା ସୋଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରାଯାଇଥିଲା। ମାଲକାନଗିରିରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ଜଣାପଡିଥିଲା। ଫଳରେ ଏବ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

24 Aug 2021 By The Sakala

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରିରେ ରଦ୍ଦ ହେଲା ୪୮ଟି ଲଘୁ ଖଣିଜ ଲିଜ୍। ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ଅଭିଯୋଗରେ ଏହି ଲଘୁ ଖଣିଜ ଟେଣ୍ଡରକୁ ବାତିଲ କରାଯାଇଛି। ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ପ୍ରଦୀପ ମାଝି। ଭିଜି ଗ୍ରାନାଇଟର ମାଲିକ ବେଣୁ ଗୋପାଳ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ଟି ଖଣି ପାଇଥିଲେ। ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେଣୁ ଗୋପଳ ଦାଖଲ କରିଥିବା ସୋଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରାଯାଇଥିଲା। ମାଲକାନଗିରିରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ଜଣାପଡିଥିଲା। ଫଳରେ ଏବ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର