ଶୁଣିଲେନି ପରିବାରର ଆକୁଳ ନିବେଦନ, ଅପହୃତ ଯବାନଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ

The Sakala Picture
Published On

ମାଲକାନଗିରି: ରକ୍ତ ମୁଖା ହୋଇପଡିଛି ମାଓବାଦୀ। ପୁଣି ଥରେ ମାଓବାଦୀମାନେ ବର୍ବରକାଣ୍ଡ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ଗତ ୨୧ ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ । ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ […]

ମାଲକାନଗିରି: ରକ୍ତ ମୁଖା ହୋଇପଡିଛି ମାଓବାଦୀ। ପୁଣି ଥରେ ମାଓବାଦୀମାନେ ବର୍ବରକାଣ୍ଡ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ଗତ ୨୧ ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ ।

ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ ପୁଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି।

ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ। ଗତ ୨୧ ତାରିଖ ଅପରାହ୍ଣ ୩ଟା ବେଳେ ପାଲନାର୍ ଅଞ୍ଚଳର ଡିଆରଜି ଯବାନ ନିଜ ଗାଁକୁ ମେଳା ଦେଖିବା ପାଇଁ ଛୁଟିରେ ଜଗଦଲପୁରରୁ ଆସିଥିବା ବେଳେ ମାଓବାଦୀ ଅପହରଣ କରି ନେଇଥିଲେ।

24 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର