ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗ୍ରୀଷ୍ମ ପ୍ରବାହରେ ବଢୁଛି ତରଭୁଜ ଚାହିଦା

The Sakala Picture
Published On

ମାଲକାନଗିରି: ଖରାଦିନ ଆସିଗଲେ ବଜାରରେ ବଢିଥାଏ ଖରାଦିନିଆ ଫଳର ଚାହିଦା, ଆଉ ଗରମରୁ ଆଶ୍ଵସ୍ତି ଦେବାପାଇଁ ତରଭୁଜ ହେଇଥାଏ ଲୋକଙ୍କ ମୁଖ୍ୟ ପସନ୍ଦ । ପିଲାଠାରୁ ବୟସ୍କ ସମସ୍ତଙ୍କ ବେସ ପସନ୍ଦର ଫଳ ତରଭୁଜ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ତରଭୁଜର ଉତ୍ପାଦନ ବେସ ଅଧିକ । ଜିଲ୍ଲାରେ ଲୋକେ ପ୍ରାୟ ଚାଷ କରି ଗୁଜୁରାଣ ମେଣ୍ଟଉ ଥିବା ବେଳେ ଚାଷୀ ଖରାଦିନେ ତରଭୁଜ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ତରଭୁଜ ଚାଷ […]

ମାଲକାନଗିରି: ଖରାଦିନ ଆସିଗଲେ ବଜାରରେ ବଢିଥାଏ ଖରାଦିନିଆ ଫଳର ଚାହିଦା, ଆଉ ଗରମରୁ ଆଶ୍ଵସ୍ତି ଦେବାପାଇଁ ତରଭୁଜ ହେଇଥାଏ ଲୋକଙ୍କ ମୁଖ୍ୟ ପସନ୍ଦ । ପିଲାଠାରୁ ବୟସ୍କ ସମସ୍ତଙ୍କ ବେସ ପସନ୍ଦର ଫଳ ତରଭୁଜ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ତରଭୁଜର ଉତ୍ପାଦନ ବେସ ଅଧିକ । ଜିଲ୍ଲାରେ ଲୋକେ ପ୍ରାୟ ଚାଷ କରି ଗୁଜୁରାଣ ମେଣ୍ଟଉ ଥିବା ବେଳେ ଚାଷୀ ଖରାଦିନେ ତରଭୁଜ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ତରଭୁଜ ଚାଷ ଭଲ ହୋଇଛି, ଉତ୍ପାଦନକୁ ଦେଖି ବେସ ଦୁଇପଇସା ଭଲ ରୋଜଗାର ପାଇଁ ଚାଷୀ ସ୍ଵପ୍ନ ଦେଖୁଥିବା ବେଳେ ସେମାନଙ୍କ ପାଇଁ ତରଭୁଜ ବିକ୍ରିନିମନ୍ତେ ଉପଯୁକ୍ତ ବଜାରର ଆବଶ୍ୟକତା ରହିଥିବା ଚାଷୀ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା, ଜିଲ୍ଲାରେ ଲୋକଙ୍କ ମୁଖ୍ୟ ରୋଜଗାରର ପନ୍ଥା କହିଲେ ଚାଷକୁ ହିଁ ବୁଝାଯାଇଥାଏ । ଲୋକେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଖରାଦିନରେ ଚାଷୀ ତରଭୁଜ ଚାଷ କରିଥାନ୍ତି । ତରଭୁଜ ଚାଷ ପାଇଁ ମାଲକାନଗିରି ଜିଲ୍ଲାର ବେସ ନାଁ ଥିବା ସହ ଖରା ଦିନ ଆସିଲେ ବଢିଥାଏ ତରଭୁଜର ଚାହିଦା । ଚଳିତ ଖରା ଋତୁ ଆରମ୍ଭ ହୋଇଥିବା ବେଳେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆଉ ଏହାରି ମଧ୍ୟରେ ବଜାରରେ ବଢିବାରେ ଲାଗିଛି ତରଭୁଜର ଚାହିଦା । ତେବେ ଚଳିତ ବର୍ଷ ତରଭୁଜ ଚାଷୀଙ୍କ ଅମଳ ମଧ୍ୟ ବେସ ଭଲ ହୋଇଥିବା ବେଳେ ବଜାରରେ ତରଭୁଜ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଚାଷୀଙ୍କ ଅମଳ ଭଲ ହୋଇଛି ସତ କିନ୍ତୁ ଏହା ସତ୍ବେ ମଧ୍ୟ ତରଭୁଜ ଚାଷୀ ବର୍ତ୍ତମାନ ଚିନ୍ତାରେ । ଯେଉଁ ଆସା ଓ ପରିଶ୍ରମରେ ସେମାନେ ଚାଷକରି ଭଲ ଫସଲ ଉତ୍ପାଦନ କରିଛନ୍ତି, ସେ ଅନୁଯାଇ ଚାଷୀଙ୍କୁ ରୋଜଗାର ମିଳୁନାହି । ବଜରରେ ତରଭୁଜ ଭରପୁର ଉପଲବ୍ଧ ଥିବାବେଳେ ଲୋକେ ଏହାକୁ ଅତିକମ ଦାମରେ କିଣୁଛନ୍ତି । ଚାଷୀ ବି ଫଳ ନଷ୍ଟ ହୋଇଯିବା ଭୟରେ ଲୋକଙ୍କୁ କମ ଦରରେ ତରଭୁଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତରଭୁଜ ରଖିବା କିମ୍ବା ରପ୍ତାନି କରିବା ନିମନ୍ତେ ସେଭଳି କୌଣସି ବ୍ୟବସ୍ତା କରାଯାଇ ନଥିବାରୁ ଚାଷୀ ନିଜ ପରିଶ୍ରମର ମୂଲ୍ୟ ପାଇପାରୁ ନଥିବା ପ୍ରକାଶ କରିଛନ୍ତି ।

ଅପରପଟେ ଜିଲ୍ଲାର ତରଭୁଜ ବିକ୍ରିକୁ ଦୃଷ୍ଠୀରେ ରାଖୀ ଆନ୍ଧ୍ର, ଛତିଶଗଡ ଓ ତେଲେଙ୍ଗାନାର ବେପାରୀ ଆସି ମାଲକାନଗିରି ଚାଷୀଙ୍କ ଠାରୁ ଭଲ ଓ ବଡ ତରଭୁଜ ଅଳ୍ପ ଦରରେ କିଣି ନେଇ ବାହାରେ ଚଢା ଦରରେ ବିକ୍ରି କରୁଛନ୍ତି । ନିଜ ଫସଲ ନଷ୍ଟ ହେବା ଭୟରେ ଚାଷୀ କଳାବଜାରୀଙ୍କୁ ତରଭୁଜ ବିକ୍ରି କରୁଥିବା ବେଳେ ଏହାର ବେସ ଲାଭ ଉଠାଉଛନ୍ତି ଅସାଧୁ ବ୍ୟବାସୀୟ । ସରକାର ଜିଲ୍ଲାର ତରଭୁଜ ଚାଷୀଙ୍କ ପାଇଁ ଉପଯୁକ୍ତ ଶୀତଳିକରଣ କେନ୍ଦ୍ର ଓ ବାହାର ରାଜ୍ୟକୁ ରପ୍ତାନି କରାଇବା ନିମନ୍ତେ ଉପଯୁକ୍ତ ବଜାର କରାଇଲେ ଚାଷୀ ବେସ ଲାଭବାନ ହୋଇପାରିଥାନ୍ତେ ବୋଲି ଚାଷୀ କୁଳ ପ୍ରକାଶ କରିଛନ୍ତି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ଚାଷକରି ଭଲ ଅମଳ କରୁଥିବା ଫସଲ ପାଇଁ  ବିଶେଷ ଦୃଷ୍ଟି ଦେଲେ ଜିଲ୍ଲାବାସୀ ତଥା ଚାଷୀକୁଳ ଭଲ ରୋଜଗାର କ୍ଷମ ହେବାସହ କଳାବଜାରୀ କମିପାରିବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି ।

27 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର