ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିସାଇଲେ ଦୁର୍ବୃତ୍ତ, ୩ଗୁରୁତର

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୪୯ ଗ୍ରାମରେ ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିସାଇଲେ ଦୁର୍ବୃତ୍ତ। ବିଷ ଯୁକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଥିଲା । ଏହି ଜଳ ଛତ୍ରରେ କେହି ଦୁର୍ବୃତ୍ତ ଜାଣି ଶୁଣି ବିଷ ମିଶାଇ ଦେଇଥିବା ବେଳେ ରାସ୍ତାରେ ଯାଉଥିବା ୩ଜଣ ପଥିକ ଏହି […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୪୯ ଗ୍ରାମରେ ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିସାଇଲେ ଦୁର୍ବୃତ୍ତ। ବିଷ ଯୁକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଥିଲା । ଏହି ଜଳ ଛତ୍ରରେ କେହି ଦୁର୍ବୃତ୍ତ ଜାଣି ଶୁଣି ବିଷ ମିଶାଇ ଦେଇଥିବା ବେଳେ ରାସ୍ତାରେ ଯାଉଥିବା ୩ଜଣ ପଥିକ ଏହି ଜଳ ଛତ୍ରରୁ ପାଣି ପିଇ ଥିଲେ। ତେବେ ଏହି ବିଷାକ୍ତ ପାଣି ଯୋଗୁଁ ଉକ୍ତ ୩ଜଣ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ। ତେବ ସେମାନଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

21 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର