ତାମିଲନାଡୁରେ ଟ୍ରକ-ବୋଲେରୋ ଦୁର୍ଘଟଣା: ଦୈନିକ ଖବର କାଗଜ ‘ସକାଳ’ର ବ୍ଲକ ପ୍ରତିନିଧି ସହ ୪ ଆହତ…

The Sakala Picture
Published On

ମାଲକାନାଗିରି: ତାମିଲନାଡୁରେ ଓଡିଆ ସାମ୍ବାଦିକଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ‘ସକାଳ’ର କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା । ରାମେଶ୍ବରମ ରାମାପୁରମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ […]

ମାଲକାନାଗିରି: ତାମିଲନାଡୁରେ ଓଡିଆ ସାମ୍ବାଦିକଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ‘ସକାଳ’ର କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା । ରାମେଶ୍ବରମ ରାମାପୁରମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି । ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି। ତାମିଲନାଡୁକୁ ଏହି ସାମ୍ବାଦିକ ମାନେ ରାମେଶ୍ବରମ ଦର୍ଶନ ଲାଗି ସମସ୍ତ ଯାଉଥିଲେ  ତେବେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ସହ ତାମିଲନାଡୁର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

05 Nov 2024 By The Sakala

ତାମିଲନାଡୁରେ ଟ୍ରକ-ବୋଲେରୋ ଦୁର୍ଘଟଣା: ଦୈନିକ ଖବର କାଗଜ ‘ସକାଳ’ର ବ୍ଲକ ପ୍ରତିନିଧି ସହ ୪ ଆହତ…

ମାଲକାନାଗିରି: ତାମିଲନାଡୁରେ ଓଡିଆ ସାମ୍ବାଦିକଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ‘ସକାଳ’ର କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା । ରାମେଶ୍ବରମ ରାମାପୁରମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି । ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି। ତାମିଲନାଡୁକୁ ଏହି ସାମ୍ବାଦିକ ମାନେ ରାମେଶ୍ବରମ ଦର୍ଶନ ଲାଗି ସମସ୍ତ ଯାଉଥିଲେ  ତେବେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ସହ ତାମିଲନାଡୁର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

https://www.thesakala.in/latest-odisha-news/malkangiri/accident-4-injured-in-an-accident-in-tamil-nadu/article-36345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର