ମହଙ୍ଗା ପଡ଼ିଲା ଶୁଆର ଜୀବନ ନେଇ ରିଲ୍ସ କରିବା, ୩ ଅଟକ

The Sakala Picture
Published On

ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ  ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ । ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ […]

ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ  ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରେଢାଖୋଲ ବନ ବିଭାଗ ଓ ଆଠମଲ୍ଲିକ ବନ ବିଭାଗର ମିଳିତ ସହଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଥିଲେ ଚାଷୀ । ଶୁଆ ମାନେ ମୁଗ ଖାଉଥିବା ନେଇ ଚାଷୀ ଶୁଆ ମାନଙ୍କୁ ଭୟଭୀତ କରିବାକୁ ବାଟୁଳିରେ କିଛି ଶୁଆଙ୍କୁ ମାରିଥିବା ଜଣାପଡିଛି । ଚାଷ ଜମିକୁ ଯାଇ ୩ ଅଟକ ଯୁବକ ଶୁଆକୁ ମାରି ଖୁଣ୍ଟରେ ଝୁଲେଇ ରିଲ୍ସ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

27 Mar 2025 By The Sakala

ମହଙ୍ଗା ପଡ଼ିଲା ଶୁଆର ଜୀବନ ନେଇ ରିଲ୍ସ କରିବା, ୩ ଅଟକ

ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ  ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।

ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରେଢାଖୋଲ ବନ ବିଭାଗ ଓ ଆଠମଲ୍ଲିକ ବନ ବିଭାଗର ମିଳିତ ସହଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଥିଲେ ଚାଷୀ । ଶୁଆ ମାନେ ମୁଗ ଖାଉଥିବା ନେଇ ଚାଷୀ ଶୁଆ ମାନଙ୍କୁ ଭୟଭୀତ କରିବାକୁ ବାଟୁଳିରେ କିଛି ଶୁଆଙ୍କୁ ମାରିଥିବା ଜଣାପଡିଛି । ଚାଷ ଜମିକୁ ଯାଇ ୩ ଅଟକ ଯୁବକ ଶୁଆକୁ ମାରି ଖୁଣ୍ଟରେ ଝୁଲେଇ ରିଲ୍ସ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର