ବିନା ଟାହିଆରେ ପହଣ୍ଡି ହୋଇ ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

Madhusudan Das Picture
Published On

ପୁରୀ: ନନ୍ଦିଘୋଷ ରଥକୁ ଝୁଲି ଝୁଲି ଆସିଲେ କାଳିଆ ଠାକୁର । ମାତ୍ର ପହଣ୍ଡିବେଳେ ଏଥର କାଳିଆ ସାଆନ୍ତଙ୍କ ଇଏ କି ଦୃଶ୍ୟ । ମହାବାହୁଙ୍କୁ ଦେଖି ସମସ୍ତେ ଚମକି ପଡ଼ିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ଆସୁଛନ୍ତି, ଆଉ ସିଏ ବି ପୁଣି ବିନା ଟାହିଆରେ । କ'ଣ ହୋଇଛି ଆଜି ବିଶ୍ଵନିୟନ୍ତାଙ୍କର ? ଜଗନ୍ନାଥଙ୍କ ଟାହିଆ ଗଲା କୁଆଡ଼େ? ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ । ଏ କି ହେଲା ପ୍ରଭୁ , କାହିଁକି କାଢ଼ିଦେଲ ତୁମ ପ୍ରିୟ ଟାହିଆ ।  ତୁମେ ତୁଳସୀ ଗ୍ରହଣ କଲ ହେଲେ ଟାହିଆ କାହିଁକି କାଢ଼ିଦେଲ ମହାପ୍ରଭୁ ? କାହା ଉପରେ ଏତେ ମାନ କରିଛ ସାଆନ୍ତ ? ଏସବୁ ପ୍ରଶ୍ନ ଭକ୍ତର ମନକୁ ଦଳିମନ୍ଥି ଦେଉଛି ଆଜି । 

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

16 Jul 2026 By Madhusudan Das

ବିନା ଟାହିଆରେ ପହଣ୍ଡି ହୋଇ ରଥାରୂଢ଼ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ନନ୍ଦିଘୋଷ ରଥକୁ ଝୁଲି ଝୁଲି ଆସିଲେ କାଳିଆ ଠାକୁର । ମାତ୍ର ପହଣ୍ଡିବେଳେ ଏଥର କାଳିଆ ସାଆନ୍ତଙ୍କ ଇଏ କି ଦୃଶ୍ୟ । ମହାବାହୁଙ୍କୁ ଦେଖି ସମସ୍ତେ ଚମକି ପଡ଼ିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ଆସୁଛନ୍ତି, ଆଉ ସିଏ ବି ପୁଣି ବିନା ଟାହିଆରେ । କ'ଣ ହୋଇଛି ଆଜି ବିଶ୍ଵନିୟନ୍ତାଙ୍କର ? ଜଗନ୍ନାଥଙ୍କ ଟାହିଆ ଗଲା କୁଆଡ଼େ? ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ । ଏ କି ହେଲା ପ୍ରଭୁ , କାହିଁକି କାଢ଼ିଦେଲ ତୁମ ପ୍ରିୟ ଟାହିଆ ।  ତୁମେ ତୁଳସୀ ଗ୍ରହଣ କଲ ହେଲେ ଟାହିଆ କାହିଁକି କାଢ଼ିଦେଲ ମହାପ୍ରଭୁ ? କାହା ଉପରେ ଏତେ ମାନ କରିଛ ସାଆନ୍ତ ? ଏସବୁ ପ୍ରଶ୍ନ ଭକ୍ତର ମନକୁ ଦଳିମନ୍ଥି ଦେଉଛି ଆଜି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର