କାନ୍ଥ ତାଡି ଜୁଏଲାରି ଦୋକାନରୁ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Madhusudan Das Picture
Published On

ସୋର: କାନ୍ଥ ତାଡି ଜୁଏଲାରି ଦୋକାନରୁ ଲୁଟ । ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସୋର ଥାନା ଅନ୍ତର୍ଗତ କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଜୁଏଲାରି ଦୋକାନର କାନ୍ଥକୁ କଟର ସାହାଯ୍ୟରେ ତାଡି ୫୦୦ଗ୍ରାମ ସୁନା ଅଳଙ୍କାର ଓ ୫kg ରୁପା ଅଳଙ୍କାର ଏବଂ ନଗଦ ୧୦ହଜାର ଟଙ୍କା ଲୁଟ ହୋଇଥିବା ନେଇ ମାଲିକ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

10 Feb 2026 By Madhusudan Das

କାନ୍ଥ ତାଡି ଜୁଏଲାରି ଦୋକାନରୁ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସୋର: କାନ୍ଥ ତାଡି ଜୁଏଲାରି ଦୋକାନରୁ ଲୁଟ । ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସୋର ଥାନା ଅନ୍ତର୍ଗତ କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଜୁଏଲାରି ଦୋକାନର କାନ୍ଥକୁ କଟର ସାହାଯ୍ୟରେ ତାଡି ୫୦୦ଗ୍ରାମ ସୁନା ଅଳଙ୍କାର ଓ ୫kg ରୁପା ଅଳଙ୍କାର ଏବଂ ନଗଦ ୧୦ହଜାର ଟଙ୍କା ଲୁଟ ହୋଇଥିବା ନେଇ ମାଲିକ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର