ଧଉଳିରେ ଚଡି ଗ୍ୟାଙ୍ଗ ଆତଙ୍କ, ଘରର ଗ୍ରୀଲ ତାଡ଼ି ଲୁଟିନେଲେ ୨ ଭରି ସୁନା ସହ ୪ଲକ୍ଷ ଟଙ୍କା
ଭୁବନେଶ୍ବର: ଧଉଳିରେ ଚଡି ଗ୍ୟାଙ୍ଗ ଆତଙ୍କ । ଭୁବନେଶ୍ବର ଉପକଣ୍ଠ ଧଉଳିରେ ମାତିଲେ ଚଡି ଗ୍ୟାଙ୍ଗ । ଦୟାନଦୀ ବିହାର ଲେନ ୨ରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରର ଗ୍ରୀଲ ତାଡ଼ି କଳା କନା ବୁଲେଇଲା ଚଡି ଗ୍ୟାଙ୍ଗ । ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । ଚୋରି କରି […]
ଭୁବନେଶ୍ବର: ଧଉଳିରେ ଚଡି ଗ୍ୟାଙ୍ଗ ଆତଙ୍କ । ଭୁବନେଶ୍ବର ଉପକଣ୍ଠ ଧଉଳିରେ ମାତିଲେ ଚଡି ଗ୍ୟାଙ୍ଗ । ଦୟାନଦୀ ବିହାର ଲେନ ୨ରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରର ଗ୍ରୀଲ ତାଡ଼ି କଳା କନା ବୁଲେଇଲା ଚଡି ଗ୍ୟାଙ୍ଗ । ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । ଚୋରି କରି ଖସି ପଳାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ଏହି ଗ୍ୟାଙ୍ଗ ଏକାଧିକ ଅଞ୍ଚଳରେ ଚୋରି କରିଥିବା ଜଣାପଡ଼ିଛି ।