ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଓ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ; ରାତି ୩ ଟାରେ ଉଠିବ ମହାଦୀପ….

The Sakala Picture
Published On

ପୁରୀ: ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଚଳିତ ମାସ ୨୪ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୨୬ ଫେବ୍ରୁଆରୀରେ ପାଳିତ ହେବ ମହାଶିବରାତ୍ରି। ରାତି ୩ ଟାରେ ଉଠିବ ମହାଦୀପ। ୨୪ ତାରିଖ ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨ଟା ୩୦ରୁ ଦ୍ଵାର ଖୋଲା ହେବ, ୧ ଟା ୧୫ ରେ ମଙ୍ଗଳ ଆଳତି ଅବକାଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତ୍ର […]

ପୁରୀ: ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଚଳିତ ମାସ ୨୪ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୨୬ ଫେବ୍ରୁଆରୀରେ ପାଳିତ ହେବ ମହାଶିବରାତ୍ରି। ରାତି ୩ ଟାରେ ଉଠିବ ମହାଦୀପ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

୨୪ ତାରିଖ ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨ଟା ୩୦ରୁ ଦ୍ଵାର ଖୋଲା ହେବ, ୧ ଟା ୧୫ ରେ ମଙ୍ଗଳ ଆଳତି ଅବକାଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତ୍ର ୧୧ ସୁଦ୍ଧା ହେବ ବଡ଼ସିଂହାର ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସେହିପରି, ୨୬ ତାରିଖ ଜାଗରଯାତ୍ରା ଦିନ ରାତି ୧୨ଟା ୩୦ରୁ ପହୁଡ଼ ଦ୍ଵାର ଖୋଲା, ରାତ୍ର ୧ ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋର୍ ୪ ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତି ୨ ରୁ ୩ ଟା ମଧ୍ୟରେ ହରିହର ଭେଟ ଓ ପରେ ଉଠିବ ମହାଦୀପ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର