ପଶ୍ଚିମାଝଡ ପ୍ରଭାବ, ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ଆଜି ବର୍ଷାରୁ ମଳିବ ସାମନ୍ୟ ତ୍ରାହି । ପୁଣି ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ଲଘୁଚାପ । ଫଳରେ ପାଗ ଶୁଖିଲା ରହିବ । ହେଲେ କାଲିଠୁ ପୁଣି ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି । ପ୍ରଭାବ ଦେଖେଇବ #ପଶ୍ଚିମାଝଡ଼!!28 ଏବଂ 29 ତାରିଖରେ କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର […]

ଭୁବନେଶ୍ୱର: ଆଜି ବର୍ଷାରୁ ମଳିବ ସାମନ୍ୟ ତ୍ରାହି । ପୁଣି ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ଲଘୁଚାପ । ଫଳରେ ପାଗ ଶୁଖିଲା ରହିବ । ହେଲେ କାଲିଠୁ ପୁଣି ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡାରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେପଟେ ଆଜିଠୁ ରାଜ୍ୟରେ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ।, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏ କୌଣସି ପରିବର୍ତନ ନାହିଁ ।

27 Dec 2024 By The Sakala

ପଶ୍ଚିମାଝଡ ପ୍ରଭାବ, ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବର୍ଷାରୁ ମଳିବ ସାମନ୍ୟ ତ୍ରାହି । ପୁଣି ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ଲଘୁଚାପ । ଫଳରେ ପାଗ ଶୁଖିଲା ରହିବ । ହେଲେ କାଲିଠୁ ପୁଣି ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡାରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେପଟେ ଆଜିଠୁ ରାଜ୍ୟରେ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ।, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏ କୌଣସି ପରିବର୍ତନ ନାହିଁ ।

https://www.thesakala.in/latest-odisha-news/light-rain-likely-in-the-state-from-tomorrow/article-37545
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର