ଲକ୍ଷ୍ମଣ ଚୌଧୁରୀ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ

The Sakala Picture
Published On

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଦଳ ପଦୋନ୍ନତି ସହ ନୂଆ ଦାୟିତ୍ୱ। ଗଞ୍ଜାମ ଜିଲ୍ଲା ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ସେହିପରି ଭବାନୀକାନ୍ତ ସାହୁ ହେଲେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ବ ମିିଳିଛି। କାର୍ଯ୍ୟ ଦକ୍ଷତାକୁ ଦେଖି […]

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଦଳ ପଦୋନ୍ନତି ସହ ନୂଆ ଦାୟିତ୍ୱ। ଗଞ୍ଜାମ ଜିଲ୍ଲା ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ସେହିପରି ଭବାନୀକାନ୍ତ ସାହୁ ହେଲେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ବ ମିିଳିଛି। କାର୍ଯ୍ୟ ଦକ୍ଷତାକୁ ଦେଖି ବିଜୁ ଛାତ୍ର ଜନତା ଦଳ ଉପ-ସଭାପତିରୁ ଗଞ୍ଜାମ ଜିଲ୍ଲା ସଭାପତି ପଦକୁ ନିଯୁକ୍ତି କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ପ୍ରଦାନ କଯାଇଛି। ଏକ ପ୍ରେସ୍‌ ବାର୍ତ୍ତରାରେ ଶ୍ରୀ ମଙ୍ଗରାଜ କହିଛନ୍ତି, ଦଳୀୟ ନିଷ୍ପତ୍ତି ଅନୁସାରେ ଦୁଇଜଣଙ୍କୁ ତୁରନ୍ତ ଦିଆଯାଇଥିବା ପଦର ଦାୟିତ୍ୱ ନେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କୁଆଖାଇ ବ୍ରିଜ୍‌ରେ ହାଇୱା ଆତଙ୍କ : କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା

27 Jul 2021 By The Sakala

ଲକ୍ଷ୍ମଣ ଚୌଧୁରୀ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଦଳ ପଦୋନ୍ନତି ସହ ନୂଆ ଦାୟିତ୍ୱ। ଗଞ୍ଜାମ ଜିଲ୍ଲା ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ସେହିପରି ଭବାନୀକାନ୍ତ ସାହୁ ହେଲେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ବ ମିିଳିଛି। କାର୍ଯ୍ୟ ଦକ୍ଷତାକୁ ଦେଖି ବିଜୁ ଛାତ୍ର ଜନତା ଦଳ ଉପ-ସଭାପତିରୁ ଗଞ୍ଜାମ ଜିଲ୍ଲା ସଭାପତି ପଦକୁ ନିଯୁକ୍ତି କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ପ୍ରଦାନ କଯାଇଛି। ଏକ ପ୍ରେସ୍‌ ବାର୍ତ୍ତରାରେ ଶ୍ରୀ ମଙ୍ଗରାଜ କହିଛନ୍ତି, ଦଳୀୟ ନିଷ୍ପତ୍ତି ଅନୁସାରେ ଦୁଇଜଣଙ୍କୁ ତୁରନ୍ତ ଦିଆଯାଇଥିବା ପଦର ଦାୟିତ୍ୱ ନେବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର