ମା’ ସମଲେଶ୍ଵରୀଙ୍କ ମନ୍ଦିରରେ କୁମାରପୂର୍ଣ୍ଣିମା ନୀତି ନିର୍ଘଣ୍ଟ

The Sakala Picture
Published On

ସମ୍ବଲପୁର: କୁମାରପୂର୍ଣ୍ଣିମା ଉପଲକ୍ଷେ ମାଆ ସମଲେଶ୍ଵରୀଙ୍କ ପୀଠରେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ୧- ପ୍ରାତ ନୀତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫:୦୦ ଘଟିକା । ୨- ସାଧାରଣ ଦର୍ଶନ ସକାଳ ୬:୦୦ ଘଟିକାରୁ ଦିବା ୧୧:୪୫ ପର୍ଯ୍ୟନ୍ତ। ୩- ଦିବା ୧୧:୪୫ ରୁ ଅପରାହ୍ନ ୨: ୦୦ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। କ […]

ସମ୍ବଲପୁର: କୁମାରପୂର୍ଣ୍ଣିମା ଉପଲକ୍ଷେ ମାଆ ସମଲେଶ୍ଵରୀଙ୍କ ପୀଠରେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

୧- ପ୍ରାତ ନୀତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫:୦୦ ଘଟିକା ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

୨- ସାଧାରଣ ଦର୍ଶନ ସକାଳ ୬:୦୦ ଘଟିକାରୁ ଦିବା ୧୧:୪୫ ପର୍ଯ୍ୟନ୍ତ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

୩- ଦିବା ୧୧:୪୫ ରୁ ଅପରାହ୍ନ ୨: ୦୦ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

କ -ଏହି ସମୟରେ ମାଙ୍କ ଅନ୍ନଭୋଗ ଲାଗି ହେବ।
ଖ – ମାଙ୍କ ସିଙ୍ଗାର ଓ ରାଜରଜେଶ୍ୱରି ବେଶ ଅନୁଷ୍ଠିତ ହେବ।
ଗ – ମାଙ୍କ ମନ୍ଦିର ରେ ଧ୍ୱଜରୋହଣ ପର୍ବ ଓ ମହାଦୀପ ଉଠିବ।

୪- ଅପରାହ୍ନ ୨:୦୦ ଘଟିକା ରୁ ଅପରାହ୍ନ ୩:୧୫ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଦର୍ଶନ ସୁଯୋଗ ରହିବ।

ଏହାପରେ ଚନ୍ଦ୍ରଗ୍ରହଣ ହେତୁ ମନ୍ଦିର ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର