ବନ୍ୟା ଜଳରେ ଭୁଶୁଡ଼ିଲା କୁଆରିଆ ନଦୀ ବ୍ରିଜ; ଯାତାୟାତ ଠପ, ୨୫ଟି ପଞ୍ଚାୟତର ଲୋକେ ପ୍ରଭାବିତ
ଖଣ୍ଡପଡା: ଆଡ଼କଟା ରାସ୍ତା କୁମ୍ଭାରପଡା କୁଆରିଆ ନଦୀ ଉପରେ ଥିବା ବ୍ରିଜଟି ଦୁର୍ବଳ ଯୋଗୁଁ ଭୁଶୁଡି ଯାଇଛି । ଦୀର୍ଘ ଦିନ ହେବ ବ୍ରିଜଟି ମରାମତି ହୋଇ ନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ତେବେ ଅଂଚଳ ବାସି ବହୁବାର ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ପ୍ରତି ଦିନ ସେହି ବ୍ରିଜ ଉପରେ ଶହ ଶହ ଲୋକଙ୍କ ଯାତାୟାତ ହୋଇଥାଏ । ଲଗାଣ ବର୍ଷା ଯୋଗୁଁ […]
ଖଣ୍ଡପଡା: ଆଡ଼କଟା ରାସ୍ତା କୁମ୍ଭାରପଡା କୁଆରିଆ ନଦୀ ଉପରେ ଥିବା ବ୍ରିଜଟି ଦୁର୍ବଳ ଯୋଗୁଁ ଭୁଶୁଡି ଯାଇଛି । ଦୀର୍ଘ ଦିନ ହେବ ବ୍ରିଜଟି ମରାମତି ହୋଇ ନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ତେବେ ଅଂଚଳ ବାସି ବହୁବାର ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ପ୍ରତି ଦିନ ସେହି ବ୍ରିଜ ଉପରେ ଶହ ଶହ ଲୋକଙ୍କ ଯାତାୟାତ ହୋଇଥାଏ । ଲଗାଣ ବର୍ଷା ଯୋଗୁଁ କୁଆରିଆ ନଦୀରେ ଜଳସ୍ତର ବୃଦ୍ଧିପାଇଥିଲା, ଯାହା ଫଳରେ ଦୁର୍ବଳ ଅବସ୍ଥାରେ ଥିବା ବ୍ରିଜଟି ଭୁଶୁଡି ଯାଇଥିଲା । ତେବେ ବ୍ରିଜଟି ଭୁଶୁଡିବା ପରେ କୋଷାକା-ଆଡ଼କଟା ରାସ୍ତାରେ ଯାତାୟାତ ଠପ ହୋଇ ଯାଇଥିବାବେଳେ ପାଖାପାଖି ୨୫ ଗୋଟି ପଞ୍ଚାୟତ ଲୋକେ ପ୍ରଭାବିତ ହେବା ସହ ଭୟଭୀତ ଅବସ୍ଥାରେ ଅଛନ୍ତି ।