ପାରିବାରିକ କଳହ ନେଲା ଜୀବନ; ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ
କୋରାପୁଟ: ପାରିବାରିକ କଳହର କରୁଣା ପରିଣତି । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ବୁଧବାର ବିଳମ୍ୱିତ ରାତିରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଡ଼କ୍ରିବେଢାରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ମମିତା ମୁଦୁଲି। ପାରିବାରିକ କଳହ ଏପରି ରୂପ ନେଇ ଥିଲା ଯେ ସ୍ୱାମୀ ଅଜୟ ମୁଦୁଲି ସ୍ତ୍ରୀ ମମିତାଙ୍କୁ ହତ୍ୟା କରିଥିଲେ। ଘଟଣା ସ୍ଥଳରେ ଦଶମନ୍ତପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏହାସହ ଅଜୟଙ୍କୁ […]
କୋରାପୁଟ: ପାରିବାରିକ କଳହର କରୁଣା ପରିଣତି । ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ବୁଧବାର ବିଳମ୍ୱିତ ରାତିରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଡ଼କ୍ରିବେଢାରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ମମିତା ମୁଦୁଲି। ପାରିବାରିକ କଳହ ଏପରି ରୂପ ନେଇ ଥିଲା ଯେ ସ୍ୱାମୀ ଅଜୟ ମୁଦୁଲି ସ୍ତ୍ରୀ ମମିତାଙ୍କୁ ହତ୍ୟା କରିଥିଲେ। ଘଟଣା ସ୍ଥଳରେ ଦଶମନ୍ତପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏହାସହ ଅଜୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।