ସୋସିଆଲ ମିଡ଼ିଆରେ କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ, ଜଣେ ଅଟକ

The Sakala Picture
Published On

କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ରଘୁରାମ ପୋଡ଼ାଲ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ […]

କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ରଘୁରାମ ପୋଡ଼ାଲ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ ବେଶି ହେଲେ ସିଧା ସୁଟ୍ କରିଦେବି ତାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରିଥାନ୍ତି । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

14 Sep 2023 By The Sakala

ସୋସିଆଲ ମିଡ଼ିଆରେ କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ, ଜଣେ ଅଟକ

କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ରଘୁରାମ ପୋଡ଼ାଲ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ ବେଶି ହେଲେ ସିଧା ସୁଟ୍ କରିଦେବି ତାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରିଥାନ୍ତି । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

https://www.thesakala.in/latest-odisha-news/koraput/death-threat-to-koraput-mla-on-social-media-one-detained/article-25428
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର