ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ

The Sakala Picture
Published On

କୋରାପୁଟ: କୋରାପୁଟ ରାୟଗଡା ଟନେଲ କାମ ଚାଲିଥିବା ବେଳେ ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଛି। ଲଷ୍ମୀପୁର ନିକଟରେ ୨ ନମ୍ବର ଟନେଲ କାମ ଚାଲିଥିବା ବେଳେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ୨ ଜଣ ହେଲେ ବୁର୍ଜା ଗ୍ରାମର ରବି ପ୍ରପେକା ଓ ଆସାମର ଜାହାରିଦିନ ବୋଲି ଜଣା ପଡ଼ିଛି ।

14 Sep 2022 By The Sakala

ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ରାୟଗଡା ଟନେଲ କାମ ଚାଲିଥିବା ବେଳେ ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଛି। ଲଷ୍ମୀପୁର ନିକଟରେ ୨ ନମ୍ବର ଟନେଲ କାମ ଚାଲିଥିବା ବେଳେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ୨ ଜଣ ହେଲେ ବୁର୍ଜା ଗ୍ରାମର ରବି ପ୍ରପେକା ଓ ଆସାମର ଜାହାରିଦିନ ବୋଲି ଜଣା ପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର