ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ରହିଛି। ଏହାକୁ ନନ୍ଦନକାନନରେ ଛଡାଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

23 Nov 2022 By The Sakala

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା STF: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ନିକଟସ୍ଥ ବ୍ରାହ୍ମଣ୍ଡି ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ କରାଯାଉଥିବା ନେଇ ଚଢାଉ କରିଥିଲା STF । ଏହି ଚଢାଉରେ ଏକ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତର ନାଁ ଜୟକ୍ରୁଷ୍ଣ ତରାଇ। ଘର ବାଲୁଗାଁ ଥାନା ଘିଅ ଖଲା ଘୁମୁସର ପଦର ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ରହିଛି। ଏହାକୁ ନନ୍ଦନକାନନରେ ଛଡାଯାଇଛି।

https://www.thesakala.in/latest-odisha-news/khordha/stf-with-the-help-of-tangi-forest-officials-seized-one-live-pangolin-one-accused-was-arrested/article-16799
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର