ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ, ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ

The Sakala Picture
Published On

ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ। ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା। ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ସେମାନଙ୍କ […]

ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ। ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା। ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ସେମାନଙ୍କ ନାଁ ରେ ୨୮ଟି କେସ ଓଡ଼ିଶାରେ ରହିଛି। ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ। ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

27 May 2023 By The Sakala

ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ, ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ

ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ। ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା। ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ସେମାନଙ୍କ ନାଁ ରେ ୨୮ଟି କେସ ଓଡ଼ିଶାରେ ରହିଛି। ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ। ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର