ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନଥ ରାଉତରାୟ ପ୍ରାର୍ଥୀ ପତ୍ର ଦଖଲ କଲେ। ତାଙ୍କ ସହିତ ଭୁବନେଶ୍ୱର ମେୟର, ଜିଲ୍ଲା ବିଜେଡି ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।  ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ […]

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନଥ ରାଉତରାୟ ପ୍ରାର୍ଥୀ ପତ୍ର ଦଖଲ କଲେ। ତାଙ୍କ ସହିତ ଭୁବନେଶ୍ୱର ମେୟର, ଜିଲ୍ଲା ବିଜେଡି ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।  ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସୁସଜ୍ଜିତ ବଳଦ ଯୋଚା ହୋଇଥିବା ଶଗଡ଼, ପାଇକ ନୃତ୍ୟ , ଢୋଲ ମହୁରୀ ଶଙ୍ଖ ଆଦି ନେଇ ବାହାରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

02 May 2024 By The Sakala

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନଥ ରାଉତରାୟ ପ୍ରାର୍ଥୀ ପତ୍ର ଦଖଲ କଲେ। ତାଙ୍କ ସହିତ ଭୁବନେଶ୍ୱର ମେୟର, ଜିଲ୍ଲା ବିଜେଡି ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।  ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସୁସଜ୍ଜିତ ବଳଦ ଯୋଚା ହୋଇଥିବା ଶଗଡ଼, ପାଇକ ନୃତ୍ୟ , ଢୋଲ ମହୁରୀ ଶଙ୍ଖ ଆଦି ନେଇ ବାହାରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର