ପୁଣି ଜବତ ହେଲା ଗୋରୁ ମାଂସ ବୋଝେଇ ଟ୍ରକ

The Sakala Picture
Published On

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକରେ ଗୋରୁମାଂସ ବୋଝେଇ ଟ୍ରକ ଜବତ କରାଯାଇଛି। ସଦର ଥାନା ଏହି ଗାଡି ଜବତ କରିଛି। ପୁଲିସ ଗାଡି ଜବତ କଲାବେଳେ ଅଭିଯୁକ୍ତ ଗାଡି ଛାଡି ପଳେଇଛନ୍ତି।ଏହି ଗୋରୁମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି। କିଛିଦିନ ତଳେ ରାମେଶ୍ୱର ଛକରୁ ନିରାକାରପୁର ପୋଲିସ ଗୋରୁମାଂସ ବୋଝେଇ ଟ୍ରକ ଜବତ କରିଥିଲେ। ଗୋରୁ ଚାଲାଣ ଧରପଗଡ଼ ପରେ ଗୋରୁମାଂସ ଚାଲାଣ କାରୀ ସକ୍ରିୟ ହୋଇ […]

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକରେ ଗୋରୁମାଂସ ବୋଝେଇ ଟ୍ରକ ଜବତ କରାଯାଇଛି। ସଦର ଥାନା ଏହି ଗାଡି ଜବତ କରିଛି। ପୁଲିସ ଗାଡି ଜବତ କଲାବେଳେ ଅଭିଯୁକ୍ତ ଗାଡି ଛାଡି ପଳେଇଛନ୍ତି।ଏହି ଗୋରୁମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି। କିଛିଦିନ ତଳେ ରାମେଶ୍ୱର ଛକରୁ ନିରାକାରପୁର ପୋଲିସ ଗୋରୁମାଂସ ବୋଝେଇ ଟ୍ରକ ଜବତ କରିଥିଲେ। ଗୋରୁ ଚାଲାଣ ଧରପଗଡ଼ ପରେ ଗୋରୁମାଂସ ଚାଲାଣ କାରୀ ସକ୍ରିୟ ହୋଇ ଉଠିଛନ୍ତି। ଯାହାକି ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

16 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର