ଆସନ୍ତାକାଲି ବାଣପୁର ଗସ୍ତରେ ଯିବେ ୫ଟି ସଚିବ ଭି.କେ ପାଣ୍ଡିଆନ, ମା’ ଭଗବତୀଙ୍କ ପୀଠ ପାଇଁ ହେଇପାରେ ମେଗା ପ୍ୟାକେଜ୍ ଘୋଷଣା

The Sakala Picture
Published On

ଚିଲିକା: ଆସନ୍ତାକାଲି ବାଣପୁର ଗସ୍ତରେ ଯିବେ ୫ଟି ସଚିବ ଭି. କେ ପାଣ୍ଡିଆନ। ସାରା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆସନ୍ତାକାଲି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ପୀଠ ପରିଦର୍ଶନ କରି ଏଥି ପାଇଁ ମେଗା ଯୋଜନା ଘୋଷଣା କରିବେ ୫ଟି ସଚିବ। ତତସହିତ ବାଣପୁର ସହରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ କରିବେ ଶ୍ରୀ ପାଣ୍ଡିଆନ। […]

ଚିଲିକା: ଆସନ୍ତାକାଲି ବାଣପୁର ଗସ୍ତରେ ଯିବେ ୫ଟି ସଚିବ ଭି. କେ ପାଣ୍ଡିଆନ। ସାରା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆସନ୍ତାକାଲି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ପୀଠ ପରିଦର୍ଶନ କରି ଏଥି ପାଇଁ ମେଗା ଯୋଜନା ଘୋଷଣା କରିବେ ୫ଟି ସଚିବ। ତତସହିତ ବାଣପୁର ସହରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ କରିବେ ଶ୍ରୀ ପାଣ୍ଡିଆନ।

ତେବେ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନର ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ବାଣପୁର ତହସିଲଦାର, ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ଯନିର୍ବାହୀ ଅଧିକାରୀ, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ଏନଏସି ଅଧ୍ୟକ୍ଷ ଆଦି ମା’ ଭଗବତୀ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱ ଅନୁଧ୍ୟାନ କରିବା ସହ ବାଣପୁରରେ ବସ ଷ୍ଟାଣ୍ଡ, ଓସାର ରାସ୍ତା, ଡ୍ରେନେଜ ଆଦି ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।

ତେବେ ୫ଟି ସଚିବ ମା’ ଭଗବତୀ ମନ୍ଦିର ଦର୍ଶନ କରି ଏଥି ନିମନ୍ତେ ମେଗା ପ୍ୟାକେଜ ଘୋଷଣା କରନ୍ତୁ ବୋଲି ବାଣପୁର ବାସିଙ୍କ ଦୀର୍ଘଦିନର ଦାବି ଥିବା ବେଳେ ଆଜି ତାହା ପୂରଣ ହେବାକୁ ଯାଉଛି। ଏଥିରେ ବାଣପୁର ବାସି ଖୁସି ବ୍ୟକ୍ତ କରିବା ସହ ୫ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

20 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର