ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ – ବାଇକ୍ ଧକ୍କା, ୨ ମୃତ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମଧ୍ଯରେ ଧକ୍କା ହୋଇ  ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ ଜଣ ଶୁଆକାଠି ଅଞ୍ଚଳର ରୀନା ମହାକୁଡ଼ ଓ କଟକ ଜିଲ୍ଲା ବଡମ୍ବା ଥାନା ସୁନପାଳ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି । କେନ୍ଦୁଝରରୁ ଶୁଆକାଠି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମଧ୍ଯରେ ଧକ୍କା ହୋଇ  ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ ଜଣ ଶୁଆକାଠି ଅଞ୍ଚଳର ରୀନା ମହାକୁଡ଼ ଓ କଟକ ଜିଲ୍ଲା ବଡମ୍ବା ଥାନା ସୁନପାଳ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି । କେନ୍ଦୁଝରରୁ ଶୁଆକାଠି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

03 Oct 2022 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ – ବାଇକ୍ ଧକ୍କା, ୨ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମଧ୍ଯରେ ଧକ୍କା ହୋଇ  ୨ ଜଣଙ୍କ ମୃତ୍ଯୁ ଘଟିଛି। ମୃତକ ୨ ଜଣ ଶୁଆକାଠି ଅଞ୍ଚଳର ରୀନା ମହାକୁଡ଼ ଓ କଟକ ଜିଲ୍ଲା ବଡମ୍ବା ଥାନା ସୁନପାଳ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି । କେନ୍ଦୁଝରରୁ ଶୁଆକାଠି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି।

https://www.thesakala.in/latest-odisha-news/kendujhar/truck-bike-collision-2-dead/article-15458
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର