କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭିଲୁପୁରମ ସାପ୍ତାହିକ ସୁପର ଫାଷ୍ଟ ଟ୍ରେନ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଦେଇ ରାଞ୍ଚି-ଭିଲୁପୁରମ ସାପ୍ତାହିକ ଟ୍ରେନଟି ପରୀକ୍ଷା ମୂଳକଭାବେ ଚଳପ୍ରଚଳ କରିଥିବା ସୂଚନା ମିଳିଛି। 08062 ନମ୍ବର ବିଶିଷ୍ଟ ଉକ୍ତ ଟ୍ରେନଟି ରାଞ୍ଚିରୁ ଆସି କେନ୍ଦୁଝରଗଡ଼ରେ ଶନିବାର ସକାଳ ୮.୪୫ରେ ପହଞ୍ଚିଛି । କେନ୍ଦୁଝରଗଡ଼ ଏବଂ ହରିଚନ୍ଦନପୁର ଠାରେ ଟ୍ରେନଟି ରହିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଫେରିବାବେଳେ ଟ୍ରେନଟି ଭିଲୁପୁରମରୁ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ରାତ୍ରି ୧୦.୫୦ ରେ ପହଞ୍ଚିବ। ଅପ ଗାଡି ନମ୍ବର 08068 ହୋଇଥିବାବେଳେ ଡାଉନ ଗାଡି ନମ୍ବର 08067 ଏବଂ ଏହା […]

କେନ୍ଦୁଝର: କେନ୍ଦୁଝର ଦେଇ ରାଞ୍ଚି-ଭିଲୁପୁରମ ସାପ୍ତାହିକ ଟ୍ରେନଟି ପରୀକ୍ଷା ମୂଳକଭାବେ ଚଳପ୍ରଚଳ କରିଥିବା ସୂଚନା ମିଳିଛି। 08062 ନମ୍ବର ବିଶିଷ୍ଟ ଉକ୍ତ ଟ୍ରେନଟି ରାଞ୍ଚିରୁ ଆସି କେନ୍ଦୁଝରଗଡ଼ରେ ଶନିବାର ସକାଳ ୮.୪୫ରେ ପହଞ୍ଚିଛି । କେନ୍ଦୁଝରଗଡ଼ ଏବଂ ହରିଚନ୍ଦନପୁର ଠାରେ ଟ୍ରେନଟି ରହିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଫେରିବାବେଳେ ଟ୍ରେନଟି ଭିଲୁପୁରମରୁ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ରାତ୍ରି ୧୦.୫୦ ରେ ପହଞ୍ଚିବ। ଅପ ଗାଡି ନମ୍ବର 08068 ହୋଇଥିବାବେଳେ ଡାଉନ ଗାଡି ନମ୍ବର 08067 ଏବଂ ଏହା ଏକ ସୁପର ଫାଷ୍ଟ ଟ୍ରେନ ଅଟେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ସୂଚନା ଅନୁସାରେ ଟ୍ରେନଟି ପରୀକ୍ଷା ମୂଳକ ଭାବେ ଚଳାଚଳ କରାଯାଉଥିବା କୁହାଯାଉଛି । ଖବର ଅନୁସାରେ ଗତ ଶନିବାର ଠାରୁ ଏହି ସାପ୍ତାହିକ ଟ୍ରେନ ଚଳାଚଳ ଆରମ୍ଭ କରିସାରିଥିବାବେଳେ ଚଳିତ ମାସର ୩-୨୪ ତାରିଖ ମଧ୍ୟରେ ରାଞ୍ଚିରୁ-ଭିଲୁପୁରମକୁ ୪ ଥର ଚଳାଚଳ କରିବାକୁ ଥିବାବେଳେ ପେବ୍ରୁଆରୀ ୭ ରୁ ୨୮ ତାରିଖ ମଧ୍ୟରେ ଭିଲୁପୁରମରୁ ରାଞ୍ଚି ପର୍ଯ୍ୟନ୍ତ ୪ ଥର ଚଳାଚଳ କରିବ ବୋଲି ସୂଚନାମିଳିଛି। ଯଦି ଉକ୍ତ ସାପ୍ତାହିକ ଟ୍ରେନରେ ଭଲ ପାସେଞ୍ଜର ହେବେ ତାହେଲେ ଟ୍ରେନଟି ଆଗକୁ ଚଳାଚଳ କରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

11 Feb 2023 By The Sakala

କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭିଲୁପୁରମ ସାପ୍ତାହିକ ସୁପର ଫାଷ୍ଟ ଟ୍ରେନ

କେନ୍ଦୁଝର: କେନ୍ଦୁଝର ଦେଇ ରାଞ୍ଚି-ଭିଲୁପୁରମ ସାପ୍ତାହିକ ଟ୍ରେନଟି ପରୀକ୍ଷା ମୂଳକଭାବେ ଚଳପ୍ରଚଳ କରିଥିବା ସୂଚନା ମିଳିଛି। 08062 ନମ୍ବର ବିଶିଷ୍ଟ ଉକ୍ତ ଟ୍ରେନଟି ରାଞ୍ଚିରୁ ଆସି କେନ୍ଦୁଝରଗଡ଼ରେ ଶନିବାର ସକାଳ ୮.୪୫ରେ ପହଞ୍ଚିଛି । କେନ୍ଦୁଝରଗଡ଼ ଏବଂ ହରିଚନ୍ଦନପୁର ଠାରେ ଟ୍ରେନଟି ରହିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଫେରିବାବେଳେ ଟ୍ରେନଟି ଭିଲୁପୁରମରୁ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ରାତ୍ରି ୧୦.୫୦ ରେ ପହଞ୍ଚିବ। ଅପ ଗାଡି ନମ୍ବର 08068 ହୋଇଥିବାବେଳେ ଡାଉନ ଗାଡି ନମ୍ବର 08067 ଏବଂ ଏହା ଏକ ସୁପର ଫାଷ୍ଟ ଟ୍ରେନ ଅଟେ।

ସୂଚନା ଅନୁସାରେ ଟ୍ରେନଟି ପରୀକ୍ଷା ମୂଳକ ଭାବେ ଚଳାଚଳ କରାଯାଉଥିବା କୁହାଯାଉଛି । ଖବର ଅନୁସାରେ ଗତ ଶନିବାର ଠାରୁ ଏହି ସାପ୍ତାହିକ ଟ୍ରେନ ଚଳାଚଳ ଆରମ୍ଭ କରିସାରିଥିବାବେଳେ ଚଳିତ ମାସର ୩-୨୪ ତାରିଖ ମଧ୍ୟରେ ରାଞ୍ଚିରୁ-ଭିଲୁପୁରମକୁ ୪ ଥର ଚଳାଚଳ କରିବାକୁ ଥିବାବେଳେ ପେବ୍ରୁଆରୀ ୭ ରୁ ୨୮ ତାରିଖ ମଧ୍ୟରେ ଭିଲୁପୁରମରୁ ରାଞ୍ଚି ପର୍ଯ୍ୟନ୍ତ ୪ ଥର ଚଳାଚଳ କରିବ ବୋଲି ସୂଚନାମିଳିଛି। ଯଦି ଉକ୍ତ ସାପ୍ତାହିକ ଟ୍ରେନରେ ଭଲ ପାସେଞ୍ଜର ହେବେ ତାହେଲେ ଟ୍ରେନଟି ଆଗକୁ ଚଳାଚଳ କରିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର