ବଡ଼ବିଲରୁ ଯୋଡ଼ା ଯିବା ବାଟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିଲେ ୫ଟି ସଚିବ
କେନ୍ଦୁଝର/ବଡ଼ବିଲ: ୫ଟି ସଚିବଙ୍କ କେନ୍ଦୁଝର ଗସ୍ଥ ଅବସରରେ ବଡବିଲରୁ ଯୋଡ଼ା ଆସିବା ବାଟରେ ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତିକୁ ଯାଇ ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଯୋଡ଼ା ଠାରେ ପହଁଚି ଶେଷ ପର୍ଯ୍ୟାୟରେ ଥିବା ଫ୍ଲାଏ ଓଭର ବ୍ରିଜ କାମର ସମୀକ୍ଷା କରି ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କ ସହିତ ବାର୍ତାଳାପ କାର୍ଯ୍ୟକ୍ରମ ଅଛି। ପରେ ସେଠାରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପ ହିଲଟପ ଡାକ […]
କେନ୍ଦୁଝର/ବଡ଼ବିଲ: ୫ଟି ସଚିବଙ୍କ କେନ୍ଦୁଝର ଗସ୍ଥ ଅବସରରେ ବଡବିଲରୁ ଯୋଡ଼ା ଆସିବା ବାଟରେ ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତିକୁ ଯାଇ ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଯୋଡ଼ା ଠାରେ ପହଁଚି ଶେଷ ପର୍ଯ୍ୟାୟରେ ଥିବା ଫ୍ଲାଏ ଓଭର ବ୍ରିଜ କାମର ସମୀକ୍ଷା କରି ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କ ସହିତ ବାର୍ତାଳାପ କାର୍ଯ୍ୟକ୍ରମ ଅଛି। ପରେ ସେଠାରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପ ହିଲଟପ ଡାକ ବଙ୍ଗଳାକୁ ଯାଇ ପ୍ରକଳ୍ପର ଅଗ୍ରଗତି ଏବଂ ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା କରିବାର ସ୍ଥିର ହୋଇଛି। ସେଠାରୁ ଆସି ଚିମିଳା ଠାରେ ପୂର୍ବରୁ ବଡ଼ବିଲରୁ ଫେରି ଅପେକ୍ଷା କରିଥିବା ହେଲିକପ୍ଟରରେ ରାଇସୁଆଁ ବିମାନଘାଟିରେ ଓହ୍ଲାଇ କାରରେ କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ପରେ ପୁଣି ସେଠାରୁଫେରି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାନୀୟ ଲୋକ, ବିଭିନ୍ନ ସଙ୍ଗଠନର ସଦସ୍ୟ ମାନଙ୍କ ସହିତ ବୈଠକ ଆଲୋଚନା କରିବାର ସ୍ଥିରୀକୃତ ହୋଇଛି। ସେଠାକାର କାର୍ଯ୍ୟକ୍ରମପରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟର ପ୍ରଥମ ମିଶନ ଶକ୍ତି ମିଲେଟ କାଫେକୁ ଯାଇ ପରିଚାଳନା ଦାୟିତ୍ବରେ ଥିବା ଏସ ଏଚ ଜି ସଦସ୍ୟା ମାନଙ୍କ ସହିତ ଆଲୋଚନା କରିବେ। ପୁଣି ସେଠାରୁ କେନ୍ଦୁଝର ଅଡ଼ିଟରୀଅମକୁ ଯାଇ ସେଠାରେ ଯୁକ୍ତ 2 ହାଇଅର ସେକଣ୍ଡାରୀ ସ୍କୁଲ ଓ ଯୁକ୍ତ3 ଡିଗ୍ରୀ କଲେଜ ଗୁଡିକର ଉନ୍ନୟନ ସମ୍ପର୍କରେ ଆଲୋଚନା କରିବେ । ଅଡ଼ିଟରିଅମ ନିକଟରେ ଥିବା ଆନ୍ତର୍ଜାତିୟ ସ୍ଥରର ହ୍ୟାଣ୍ଡଵଲ ଗ୍ରାଉଣ୍ଡ ଯାଇ ଖେଳାଳି ଓ ସ୍ଥାନୀୟଲୋକଙ୍କ ସହ ଆଲୋଚନା କରିବେ।