ହାତୀ ଆକ୍ରମଣରେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଦେଶୀ ପେଣ୍ଠେଇ ଙ୍କ ଝିଅ ଶଶୀକା ପେଣ୍ଠେଇ (୩୦) । ଶଶୀକା ଆଜି ଭୋରୁ ନିକଟସ୍ଥ ସମରସିଂହା ଜଙ୍ଗଲକୁ ଛତୁ ଓ ଟୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ମୁଣ୍ଡିଆ ପୂଜା ଜମି ଅଞ୍ଚଳରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଖବର ପାଇ ତେଲକୋଇ ବନ କର୍ମଚାରୀ ଓ ପୁଲିସ ପ୍ରଶାସନ ଘଟଣା […]
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଦେଶୀ ପେଣ୍ଠେଇ ଙ୍କ ଝିଅ ଶଶୀକା ପେଣ୍ଠେଇ (୩୦) । ଶଶୀକା ଆଜି ଭୋରୁ ନିକଟସ୍ଥ ସମରସିଂହା ଜଙ୍ଗଲକୁ ଛତୁ ଓ ଟୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ମୁଣ୍ଡିଆ ପୂଜା ଜମି ଅଞ୍ଚଳରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଖବର ପାଇ ତେଲକୋଇ ବନ କର୍ମଚାରୀ ଓ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣା ପଡ଼ିଛି ।