ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା !

The Sakala Picture
Published On

କେନ୍ଦୁଝର: ଘରେ ପଶି ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଝୁୁମୁକିପାଟିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ସେହି ସାହିର ଆଦିବାସୀ ଦମ୍ପତି ବାହାଡା ଓରଫ ଲେଚା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ)। ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ […]

କେନ୍ଦୁଝର: ଘରେ ପଶି ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଝୁୁମୁକିପାଟିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ସେହି ସାହିର ଆଦିବାସୀ ଦମ୍ପତି ବାହାଡା ଓରଫ ଲେଚା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ)। ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ହରିଚନ୍ଦନପୁର ଥାନାଧିକାରୀ ଦେବକୀ ନାୟକ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

11 Dec 2022 By The Sakala

ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା !

କେନ୍ଦୁଝର: ଘରେ ପଶି ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଝୁୁମୁକିପାଟିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ସେହି ସାହିର ଆଦିବାସୀ ଦମ୍ପତି ବାହାଡା ଓରଫ ଲେଚା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ)। ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ହରିଚନ୍ଦନପୁର ଥାନାଧିକାରୀ ଦେବକୀ ନାୟକ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର