ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇ ପୁଅ

The Sakala Picture
Published On

କେନ୍ଦୁଝର: କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି । ଏହି ସମୟରେ ନିଜ ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଜେଡି ଯୁବ ନେତା ଦୁଇ ଭାଇ । ଘସିପୁରା ନିର୍ବାଚନ ମଣ୍ଡଳୀ ପଦନା ଗ୍ରାମର ସ୍ୱର୍ଗତ ପଞ୍ଚାନନ ସାହୁଙ୍କ ଆଜି ଥିଲା ଏକାଦଶାହ । ଏହି ଅବସରରେ ତାଙ୍କ ଦୁଇ ପୁଅ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ସାନପୁଅ କେନ୍ଦୁଝର […]

କେନ୍ଦୁଝର: କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି । ଏହି ସମୟରେ ନିଜ ବାପାଙ୍କ ଏକାଦଶାହରେ ରକ୍ତ ଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଜେଡି ଯୁବ ନେତା ଦୁଇ ଭାଇ । ଘସିପୁରା ନିର୍ବାଚନ ମଣ୍ଡଳୀ ପଦନା ଗ୍ରାମର ସ୍ୱର୍ଗତ ପଞ୍ଚାନନ ସାହୁଙ୍କ ଆଜି ଥିଲା ଏକାଦଶାହ । ଏହି ଅବସରରେ ତାଙ୍କ ଦୁଇ ପୁଅ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ସାନପୁଅ କେନ୍ଦୁଝର ଜିଲ୍ଲା ମୋ ପରିବାର ସଂଯୋଜକ ପ୍ରଦୀପ ସାହୁ ପରିବାର ଓ ବନ୍ଧୁ ବାନ୍ଧବଙ୍କୁ ନେଇ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ ।

ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନାଥ ନାୟକ ଯୋଗ ଦେଇ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ଗୋଟେପଟେ କୋଭିଡର ଭୟବହତା ଜାରି ରହିଛି । ରାଜ୍ୟର ରକ୍ତର ଅଭାବ ପରିଲିଖିତ ହେଉଛି । ତେଣୁ ଏଭଳି ଏକ ଦୁସ୍ଥିତିରେ ରକ୍ତ ଅଭାବକୁ ଦୂର କରିବା ନେଇ ଏପରି ଏକ ଅଭିନବ ଉପାୟ ଆପଣାଇଥିବାରୁ ସ୍ଥାନୀୟଲୋକେ ପରିବାରଲୋକଙ୍କୁ ପ୍ରଶଂସା କରିଛନ୍ତି।

20 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର