ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ୨ ମୃତ

The Sakala Picture
Published On

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଜଣ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭୂଇଁଆ ରୋଇଡ଼ା ଗ୍ରାମର ସମରା କାରୁଆ ଓ ଦମୟନ୍ତି ଓରାମ। ଏହି ଦୁଇ ଜଣ ଶ୍ରମିକ ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ଅଘଟଣ ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଛି । ଦୁର୍ଘଟଣାକୁ ନେଇ ଘଟଣା […]

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଜଣ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭୂଇଁଆ ରୋଇଡ଼ା ଗ୍ରାମର ସମରା କାରୁଆ ଓ ଦମୟନ୍ତି ଓରାମ। ଏହି ଦୁଇ ଜଣ ଶ୍ରମିକ ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ଅଘଟଣ ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଛି । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ କ୍ଷତି ପୁରଣ ଦାବିରେ ଶ୍ରମିକ ଓ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର