ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରସାମ୍ୟ ହରାଇ କାଞ୍ଜିପାଣି ଘାଟି ତଳକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲ୍ପର ଗୁରୁତର

The Sakala Picture
Published On

ତେଲକୋଇ: କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ଏକ ଟ୍ରକ ବ୍ରେକ ଫେଲ ହେବାରୁ ଘାଟି ତଳକୁ ଖସିପିଡ଼ିଛି । ଫଳରେ ଟ୍ରକ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛି । ସୂଚନା ଅନୁସାରେ ଓଡ଼ି 06 ଏ -6050 ନମ୍ବର ବିଶିଷ୍ଟ ଟ୍ରକଟି କଲିକତା ପଟୁ ଜାତୀୟ ରାଜପଥ ୪୯ ରେ ଢେଙ୍କାନାଳ ମେରା ମୁଣ୍ଡୁଳୀକୁ ଖଣି ଯନ୍ତ୍ରାଂଶ ନେଇ ଯାଉଥିଲା। କାଞ୍ଜିପାଣି ଥାନା […]

ତେଲକୋଇ: କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ଏକ ଟ୍ରକ ବ୍ରେକ ଫେଲ ହେବାରୁ ଘାଟି ତଳକୁ ଖସିପିଡ଼ିଛି । ଫଳରେ ଟ୍ରକ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛି । ସୂଚନା ଅନୁସାରେ ଓଡ଼ି 06 ଏ -6050 ନମ୍ବର ବିଶିଷ୍ଟ ଟ୍ରକଟି କଲିକତା ପଟୁ ଜାତୀୟ ରାଜପଥ ୪୯ ରେ ଢେଙ୍କାନାଳ ମେରା ମୁଣ୍ଡୁଳୀକୁ ଖଣି ଯନ୍ତ୍ରାଂଶ ନେଇ ଯାଉଥିଲା। କାଞ୍ଜିପାଣି ଥାନା ଅଞ୍ଚଳ କାଞ୍ଜିପାଣି ଘାଟିରେ ଟ୍ରକର ବ୍ରେକ ଫେଲ ହୋଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିର ୧୦୦ ଫୁଟ ତଳକୁ ଖସି ପଡି ଓଲଟି ଯାଇଥିଲା। ଫଳରେ ଟ୍ରକ ଡ୍ରାଇଭର ଢେଙ୍କାନାଳ ଜୋରନ୍ଦାର ବବି ନାରାୟଣ ରାଉତ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟପକ୍ଷରେ ଟ୍ରକ ହେଲ୍ପର ଢେଙ୍କାନାଳର ଶିଶୁ ଯାଦବ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ କାଞ୍ଜିପାଣି ପୋଲିସ,ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

07 Apr 2023 By The Sakala

ଭାରସାମ୍ୟ ହରାଇ କାଞ୍ଜିପାଣି ଘାଟି ତଳକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲ୍ପର ଗୁରୁତର

ତେଲକୋଇ: କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ଏକ ଟ୍ରକ ବ୍ରେକ ଫେଲ ହେବାରୁ ଘାଟି ତଳକୁ ଖସିପିଡ଼ିଛି । ଫଳରେ ଟ୍ରକ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛି । ସୂଚନା ଅନୁସାରେ ଓଡ଼ି 06 ଏ -6050 ନମ୍ବର ବିଶିଷ୍ଟ ଟ୍ରକଟି କଲିକତା ପଟୁ ଜାତୀୟ ରାଜପଥ ୪୯ ରେ ଢେଙ୍କାନାଳ ମେରା ମୁଣ୍ଡୁଳୀକୁ ଖଣି ଯନ୍ତ୍ରାଂଶ ନେଇ ଯାଉଥିଲା। କାଞ୍ଜିପାଣି ଥାନା ଅଞ୍ଚଳ କାଞ୍ଜିପାଣି ଘାଟିରେ ଟ୍ରକର ବ୍ରେକ ଫେଲ ହୋଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିର ୧୦୦ ଫୁଟ ତଳକୁ ଖସି ପଡି ଓଲଟି ଯାଇଥିଲା। ଫଳରେ ଟ୍ରକ ଡ୍ରାଇଭର ଢେଙ୍କାନାଳ ଜୋରନ୍ଦାର ବବି ନାରାୟଣ ରାଉତ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟପକ୍ଷରେ ଟ୍ରକ ହେଲ୍ପର ଢେଙ୍କାନାଳର ଶିଶୁ ଯାଦବ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ କାଞ୍ଜିପାଣି ପୋଲିସ,ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର