ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ; ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

The Sakala Picture
Published On

ପାଟଣା: ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗ୍ରାମରେ ଆଜି ଦିନ ଦ୍ବିପହରରେ ଲୁଟପାଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡିଆନାଳ ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରର ଆଲମିରା ଭାଙ୍ଗି ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଆଜି ନେତ୍ରାନନ୍ଦଙ୍କ ଘରେ କେହି ନଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରର ଚାବି ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଲୁଟ କରିଛନ୍ତି। […]

ପାଟଣା: ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗ୍ରାମରେ ଆଜି ଦିନ ଦ୍ବିପହରରେ ଲୁଟପାଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡିଆନାଳ ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରର ଆଲମିରା ଭାଙ୍ଗି ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଆଜି ନେତ୍ରାନନ୍ଦଙ୍କ ଘରେ କେହି ନଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରର ଚାବି ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଲୁଟ କରିଛନ୍ତି। ଖବର ପାଇ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଛାନଭିନ୍ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ନୂଆଦିଲ୍ଲୀରେ ବିରୋଧୀଙ୍କ ପଦଯାତ୍ରାରେ ସାମିଲ ହେବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର