ପାଟଣା ରେଞ୍ଜରେ ଭାଲୁ ଆତଙ୍କ: ଗୋଡ଼ାଇ ଗୋଡାଇ କାମୁଡିଲା ଭାଲୁ, ୩ ଗୁରୁତର

The Sakala Picture
Published On

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଭାଲୁ। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣା ଘଟିଛି ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁ ଗ୍ରାମରେ। ସୂଚନା ଅନୁଯାୟୀ, ଆଜି ସକାଳୁ ମହୁଲ ଫୁଲ ଗୋଟାଇବା ସମୟରେ ପ୍ରଥମେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା। ପରେ ସେହି ରାସ୍ତା ଦେଇ ସାଇକେଲରେ ଫେରୁଥିବା ସମୟରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା […]

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଭାଲୁ। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣା ଘଟିଛି ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁ ଗ୍ରାମରେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାୟୀ, ଆଜି ସକାଳୁ ମହୁଲ ଫୁଲ ଗୋଟାଇବା ସମୟରେ ପ୍ରଥମେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା। ପରେ ସେହି ରାସ୍ତା ଦେଇ ସାଇକେଲରେ ଫେରୁଥିବା ସମୟରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ଭାଲୁ। ଖବର ପାଇ ଘଟଣା ସ୍ଥଳରେ ସାହାରପଡା ବନପାଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲକୁ ପଠାଇଛନ୍ତି। ଗୁରୁତର ହେଲେ ବଡ଼ ନୂଆଗାଁ ଗ୍ରାମର ବିରବଲ ମହାନ୍ତ,  ମଙ୍ଗୁଳୁ ବେହେରା ଏବଂ ଖିଲାରୀପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପାଇଦା ବିରବଲଙ୍କ ପେଟ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବେ ଗାଁ ନିକଟରେ ରକ୍ତ ମୁଖା ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଥିବା ବେଳେ ଭାଲୁକୁ ଘୋଉଡାଇବା ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

27 Mar 2023 By The Sakala

ପାଟଣା ରେଞ୍ଜରେ ଭାଲୁ ଆତଙ୍କ: ଗୋଡ଼ାଇ ଗୋଡାଇ କାମୁଡିଲା ଭାଲୁ, ୩ ଗୁରୁତର

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଭାଲୁ। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣା ଘଟିଛି ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁ ଗ୍ରାମରେ।

ସୂଚନା ଅନୁଯାୟୀ, ଆଜି ସକାଳୁ ମହୁଲ ଫୁଲ ଗୋଟାଇବା ସମୟରେ ପ୍ରଥମେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା। ପରେ ସେହି ରାସ୍ତା ଦେଇ ସାଇକେଲରେ ଫେରୁଥିବା ସମୟରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ଭାଲୁ। ଖବର ପାଇ ଘଟଣା ସ୍ଥଳରେ ସାହାରପଡା ବନପାଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲକୁ ପଠାଇଛନ୍ତି। ଗୁରୁତର ହେଲେ ବଡ଼ ନୂଆଗାଁ ଗ୍ରାମର ବିରବଲ ମହାନ୍ତ,  ମଙ୍ଗୁଳୁ ବେହେରା ଏବଂ ଖିଲାରୀପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପାଇଦା ବିରବଲଙ୍କ ପେଟ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବେ ଗାଁ ନିକଟରେ ରକ୍ତ ମୁଖା ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଥିବା ବେଳେ ଭାଲୁକୁ ଘୋଉଡାଇବା ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର